BusinessDistrictEducationHealthNawarangpurOdishaPolitics

୮୦ କିଲୋ ବାସିଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ଅଧିକାରୀ ଓ କର୍ମଚାରୀ ଖାଇବା ଯାଞ୍ଚ କରୁଛନ୍ତି।

ନବରଙ୍ଗପୁର, 28/6: ରଥଯାତ୍ରାକୁ ଦୃଷ୍ଟିରେ ରଖ୍ ନବରଙ୍ଗପୁର ପୌରପାଳିକା ଅଞ୍ଚଳର ବିଭିନ୍ନ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ହୋଟେଲ, ମିଠା ଦୋକାନ ଏବଂ ଫାଷ୍ଟଫୁଡ୍ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ବାରା ଯାଞ୍ଚ କରାଯାଇ ଥିଲା। ଏହି ସମୟରେ ମିଳିଥୁବା ପ୍ରାୟ ୮୦ କିଲୋଗ୍ରାମ ବାସିଖାଦ୍ୟ ନଷ୍ଟ କରାଯାଇଛି। ଏଥିସହ ପରିଷ୍କାର, ପରିଚ୍ଛନ୍ନ ସହ ଉତ୍ତମ ଖାଦ୍ୟ ପ୍ରସ୍ତୁତ ପାଇଁ ସଚେତନତା ସୃଷ୍ଟି କରାଯାଇଥିବା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଜଣାଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button