DIstrictEducationEntertainmentHealthNawarangpurOdishaPolitics
ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ

ନବରଙ୍ଗପୁର 28/6 ଆଜି ପବିତ୍ର ରଥଯାତ୍ରା ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସଦର ମହକୁମା ରେ ଫାଷ୍ଟ୍ ଫୁଡ୍, ଜଳଖୁଆ,ମିଠା ଦୋକାନୀ ପସରା ମେଲାଇ ବ୍ୟବସାୟ ଚଳେଇଥିବା ବେଳେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ କ ର । ଯ ଭାବେ ଚଢ଼ାଉ କରା ଯାଇଛି ନବରଙ୍ଗପୁର ସହର । ନବରଙ୍ଗପୁର ଅଞ୍ଚଳରେ ଥୁବା ହୋଟେଲ ও ମିଠା ଦୋକାନରେ ଚଢ଼ାଉ ଉ କରି ପ୍ରାୟ ପ୍ରାୟ ୮୦ କିଲୋ ରୁ ଅଧୂକ ଅପମିଶ୍ରିତ ଖାଦ୍ୟ ସବୁକୁ ଜବତ କରିବା ସହିତ ତ ସେଗୁଡିକୁ ନଷ୍ଟ କରାଯାଇଛି ।ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣାଙ୍କ ଙ୍କ ନେତୃତ୍ବରେ ନେ ଏକ ଏକ ଟିମ ନବରଙ୍ଗପୁରର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି ।ତତ୍ ସହିତ ବ୍ୟବସାୟୀ ମାନଙ୍କୁ ଖାଦ୍ୟରେ ରଙ୍ଗ ବ୍ୟବହାର ନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।