DIstrictHealthNawarangpurOdisha

ଏକାଠି ଜଳିଲା ୩ ଭାଇଙ୍କ ଜୁଇ

ଝରିଗାଁ, 28/6: ନିସ୍ତବ୍ଧ ପରିବାର। ବନ୍ଧୁ, ପରିଜନ, ପଡ଼ୋଶୀ ସମସ୍ତଙ୍କ ଆଖୁ ଖରେ ଲୁହ, ଯେତେବେଳେ ଗୋଟିଏ ଶ୍ମଶାନ ରେ ଜଳୁଥିଲା ୩ ଭାଇଙ୍କ ଜୁଇ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ ଶୁକ୍ରବାର ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆସିଛି। ମୃତକମାନେ ହେଲେ ଝରିଗାଁ ସିରାଗୁଡ଼ା ସାହିର ଚମ୍ପକଲାଲ ଜୈନଙ୍କ ପୁଅ ସାଗର(୨୦), ସ୍ବର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର(୩ (१०) ଏବଂ ମନ ମନମୋହନ ଜୈନଙ୍କ ପୁଅ କ୍ରିସ୍(୧୮) । ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ସାଗର ଓ ଅଙ୍କୁରଙ୍କ ମୃତ୍ଯୁ ହୋଇଥୁଲା ଚିକିତ୍ସା ପାଇଁ ଗୁରୁତର କ୍ରିସ୍‌ଙ୍କୁ ବିଶାଖାପାଟଣା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇ

ସୂଚନା ଅନାନୁଯାୟୀ, ଗୁରୁବାର ରାତି ପ୍ରାୟ ୯ଟା ୨୦ରେ ଏକ ଗାଡ଼ି( ଓଡି-୦୨ଏଇ–୮୦୭୩)ରେ ସାଗର, ଅଙ୍କୁର ଓ କ୍ରିସ୍ ଫୁପୁଗାଁ ରାସ୍ତାରେ ଯାଉଥ୍ ଥିଲେ। ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ


ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ତେନ୍ତୁଳି ଗଛକୁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାଗର ଏବଂ ଅଙ୍କୁରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କ୍ରିସ୍ ଗୁରୁତର ହୋଇଥିଲେ। ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚୁ ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ରି କରିଥିଲା। ସେଠାରେ ସାଗର ଏବଂ ଅଙ୍କୁରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କ୍ରିସ୍ ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳଯ ଳୟ ଏବଂ ସେଠାରୁ ବି ରୁ ବିଶାଖାପାଟଣା ସ୍ଥାନାନ୍ତର

ଅଙ୍କୁର

ନେବା ପାଇଥିଲା। ସ୍ଥ୍ୟକେନ୍ଦ୍ରରେ କରାଯାଇଥିଲା। ବିଶାଖାପାଟଣା ନେ ବାଟରେ କ୍ରିସ୍‌ଙ୍କ ମୃତ୍ୟୁ ହୋଇଯାଇଥ୍ ପରେ ଝରି ଝରିଗାଁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଝରିଗାଁ ଶ୍ମଶାନରେ ସମସ୍ତ ମୃତଦେହ ସତ୍କାର କରାଯାଇଥିଲା। ଏହି ସମୟରେ ନବରଙ୍ଗପୁରର ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ଚନ୍ଦ୍ର ମାଝି, ପ୍ରଦୀପ ମାଝୀ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭଗବାନ ମାଝୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button