DIstrictEducationNawarangpurOdishaPolitics

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଚାଷ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିରବ

ତେନ୍ତୁଳିଖୁଣ୍ଟି, 27/6: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଓଡ଼ିଶା ସରକାର ଙ୍କ ଅନୁଦାନ ରେ ଚାଲୁଥିବା ଏକମାତ୍ର ଉଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଅଧାମନ ସମମଧରେ ପୁରୁଣା ଅଧାମକ ନିଜ ଅବସର ରବର୍ତ୍ତୀ ଆର୍ଥକ ପ୍ରିନି ନେଇ ସମସ୍ୟା ରେ ଥିବା ବେଳେ ବିଦ୍ୟାଳୟ ଖେଳ ପଡିଆ ଆଉ ଏକ ସମସ୍ୟା ହୋଇ ବାହାରିଛି। ପରଜା ନାରଙ୍ଗ ପଦର ର କେହି ଜଣେ ବ୍ୟକ୍ତି ଭକ୍ତ ପଡିଅ ନିଜ ପୈତୃକ ସଂପରି ବୋଲି ଦାନି କରି ଓଡ଼ିଆରେ ପ୍ରକ୍ଟର ଲସାଇ ଚାଷ କରିଛି I ମକା ବିହନ ଲାଗିବ । ଇନ୍ଦ୍ରବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଦୁଇ ରୂ ତିନି ବିଭାଗ ଥ‌ିବା କୋଠା ରେ ଉଚ୍ଚ ମାମିକ ବିଦ୍ୟାଳୟ ଚାଲିଛି।

କଲେଜ କୁ ଅଟିଏ ବିଲଟି ଓ ତା ପରିସର ରେ ଥିବା ସମୁଦାୟ ଷୋହଳ ଏକର ପ୍ରକଳ୍ପ ଅଧ୍ୟକୃତ ଜମି ଦେଇଥିଲେ । ଖେଳ ପଡିଆ

ଉନ୍ନତିକରଣ ପାଇଁ ନିକଟ ଅତୀକ ରେ ଦୁଇ ଥର ମନରୋଗ ରେ କାର୍ଯ୍ୟ ବ୍ଲକ ତରଫରୁ ହୋଇଛି । ନିଭଳି ବର୍ତ୍ତମାନ ଏହି ଖେଳ ପଡିଆ ଘରେଇ ହେଲା ବୋଲି ପ୍ରଶ୍ନ ହୋଇଛି । ଇଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ବିନୟ ଚେହେରା ଖେଳ ପଡିଆ ରେ ଚାଷ ନେଇ ସ୍ଥାନୀୟ ଥାନ ରେ ଅଭିଯୋଗ କରିଛନ୍ତି, ହସିଲଦର କୁ ଲିଖୁତ ଅଭିଯୋଗ କରିଛନ୍ତି । ରାଜସ୍ୱ ନୀରିକ୍ଷକ ଙ୍କ ଦ୍ବାରା ତଦନ୍ତ କରାଇ ତହସିଲଦାର ଚୁପ୍ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଇନ୍ଦ୍ରାବତୀ ପ୍ରକ ପାଇଁ ଜମି ଅଧ୍ବପ୍ରବଣ ଦେଳେ ବହୁ ବ୍ୟକ୍ତି ସେହି ସମୟ ଦତ୍ତରେ ଅର୍ଥ ନେଇ ପ୍ରକଜ କୁ ଜମି ଦେଇଥିଲେ କିନ୍ତୁ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ନିଷ୍କ୍ରିଯତା ଯୋଗୁଁ ମୂଳ ଜମି ମାଲିକ ଙ୍କ ପଟା ରୁ ନାମ ମୂଳ ଜମି ମାଲିକ ଟ୍ରପ୍ ରହିଥିଲେ କିନ୍ତୁ ମଞ୍ଚା ଗାଁ ରାଜସ୍ୱ ସର୍କଲ ରେ ମୂଳ ଜମି ମାଲିକ ପ୍ରକଳ୍ପ କୁ ଦେଇଥିବା ଜନି ପୁର୍ଣ ନିଜ ଅଭିଅର

କୁ ନେଇ ଚାଷ କରିବା ଓ ଇନ୍ଦ୍ରାବତୀ ରେ ମାର୍କେଟ କମ୍ପ୍ଲେଜ ପୂବା ଜମି ମୂଳ ଜନି ମାଲିକ ବିକ୍ରି କରିବା ଓ ରେଜିଷ୍ଟ୍ରେସନ୍ କରାଇ ନେବା ପରେ ଧୂରେ ଧୂରେ ପ୍ରକଳ୍ପ ଅଧ୍ବଗୃହୀତ ଜମି ବହୁ ସ୍ଥାନରେ ବିବାହ କୁ ଆସିଲାଣି । ଇନ୍ଦ୍ରାବତା ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ଦେଖାନୀର ମନୋରାବ ନ କରିବା ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଜମି ମିଳୁନି ଏବଂ ଜମି ବିକ୍ରିବଟା ହେଉଛି ଏଭଳି ଅନୁଷ୍ଠାନ ପାଇଁ ସମସ୍ୟା ସୃଷ୍ଟି ହେଉଛି।

ଉପଜିଲ୍ଲାପାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳସୀ ବଢି ର ସମ୍ପାଦକ,ସେ ହିଁ ରାଜ ଓ ଦେଖୁବାକୁ ରହିଲା ଆଗକୁ ପ୍ରକଳ୍ପ ଆଧୁ ଜମି ତଥ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଜ ଖେଳ ପଡ଼ିଆରେ ଚାଷ ସମସ୍ୟା ସମାଧାନ ବାହାର କରିବେ । ଏହି ରାଜ କର୍ତ୍ତପକ୍ଷ ପ୍ରକଳ୍ପ ଅଷ୍ଟଗୃହୀତ ନେଇ ଥବା ସମସ୍ୟା ର ସମାଧାନ ମିଳିତ ପଦକ୍ଷେପ ନେବେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button