DIstrictEducationEntertainmentNationNawarangpurOdishaPolitics

ଆଗେ ଥଇଥାନ ପରେ ବିସ୍ଥାପ।ନ

ଝରିଗାଁ,ତା27/6: ସରକାରୀ ଜାଗାରେ ୬/୭ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ରହି ଆସୁଥିବା ସାଧାରଣ ଜନତା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି। ଏହି ଉଚ୍ଛେଦକୁ ବିରୋଧ କରି ବ୍ଳକ ସମ୍ମିଳନୀ କକ୍ଷରେ ସମସ୍ତ ଗ୍ରାମବାସୀ, ବୁଦ୍ଧିଜୀବୀ, ବ୍ୟବସାୟୀ ରାଜନୈତିକ ନେତୃବୃନ୍ଦଙ୍କୁ ନେଇ ଏକ ସର୍ବଦଳୀୟ

ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଆଗେ ଥଇଥାନ ଓ ପରେ ବିସ୍ଥାପନ କରାଯିବାକୁ ମତପ୍ରକାଶ ପାଇଥିଲା। ଗତ ୨୪ ବର୍ଷ ଶାସନରେ ସରକାର ଭୁବନ୍ଦୋବସ୍ତ ବ୍ୟବସ୍ଥା କରିନଥିବା ବେଳେ ବର୍ତ୍ତମାନର ସରକାର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରଖୁଛନ୍ତି। ଝରିଗାଁ

ବ୍ଳକରେ ୬୦/ ୭୦ ବର୍ଷ ତଳେ ହାତ ଗଣତି କିଛି ପରିବାର ପଟ୍ଟା ଜମିରେ ଘର କରିଥିବା ବେଳେ ଅଧିକାଂଶ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ସରକାରୀ ଜାଗାରେ ଘର ଏବଂ ଦୋକାନ ଗୃହ କରି ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି । ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଅଞ୍ଚଳବାସୀ ଭୁବନ୍ଦୋବସ୍ତ ବ୍ୟବସ୍ଥା କରାଯିବା ନେଇ ଦାବି

କରି ଆସୁଥିଲା ବେଳେ କୌଣସି ସୁଫଳ ମିଳୁନାହିଁ। ସେଠହି ଜାଗାରେ ସ୍ଥାୟୀ ଭାବେ ଥଇଥାନ କରିବା ପରିବର୍ଭେ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି ହୋଇଛି। ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ କରିବାକୁ ଦାବି କରାଯାଇଛି। ଶ ର ଣ ର୍ଥୀ ମାନଙ୍କୁ ଥଇଥାନ, ଜମି ପଟ୍ଟା ପ୍ରଦାନ, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିବା ମୂଳନିବାସୀ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି। ପୂର୍ବ ସରକାର ମୂଳ ନିବାସୀଙ୍କ ଭୁବନ୍ଦୋବସ୍ତ ବ୍ୟବସ୍ଥା କରି ପାରିନାହାନ୍ତି। ବର୍ତ୍ତମାନର ସରକାର ଲୋକଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରିବା ପୂର୍ବରୁ ସେହି ଜାଗାରେ ଲୋକଙ୍କୁ ଥଇଥାନ କରିବାକୁ ବାବି ହେଉଛି । ବୈଠକରେ ଦୁଇ ପୂର୍ବତନ ନବରଙ୍ଗପୁର ଲୋକସଭା ସାଂସଦ ପ୍ରଦୀପ ମାଝୀ,ରମେଶ

ଚନ୍ଦ୍ର ମାଝୀ,ବର୍ତ୍ତମାନ ପ୍ରତିନିଧୂ ଚନ୍ଦ୍ରଭାନୁ ନ ଅଧ୍ୟକ୍ଷା ଦୂର୍ଗା ପ୍ରସାଦ ମାଳ ପ୍ରତିନିଧ୍ ପ୍ରଫୁଲ୍ଲ ପ୍ରଧା ବଣିକ ସଂଘ ସଭାପ ଜୈନ୍, ପ୍ରସନ୍ନ ମାଝୀ, ହାରାବତି ଗଣ୍ଡ, ଝରିଗ ଯୋଗେଶ୍ବର ପୂଜାରୀ, ଅଶୋକ କୁମାର ମ ପ୍ରାଧାନି, ସୂର୍ଯ୍ୟନାରାୟଣ ଗୋକୁଳ ପଟ୍ଟନାୟକ, ପଟ୍ଟନାୟକ, ବଳବିର ଶ ଜୈନ, ପ୍ରଫୁଲ୍ଲ ପାଣ୍ଡେ ପାଣ୍ଡେ, ଟିକଚନ୍ଦ ମାଝୀ, ଓ ମହେନ୍ଦ୍ର ନାୟକ ଉପା ଉଚ୍ଛେଦ ପୂର୍ବରୁ ପ୍ରଶାସ ସ୍ଥିତି ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଏ ସଳ ଝରିଗାଁ ଗ୍ରାମବାସୀ ସ୍ବତନ୍ତ୍ର ଦଳ ଜିଲ୍ଲାପାଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଆଯାଇଛି । ଯଦି ସରକ ହିତ ଉଦ୍ଦେଶ୍ୟରେ ପଦଶ ନକରନ୍ତି ତେବେ ଆଗ ବଡ଼ ଧରଣର ଆନ୍ଦୋଳ ବୋଲି ଶତାକ ଚେତାବନୀ ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button