
ପୁଣେ, 26/6: ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ତିଆରି କରୁଥିବା ବିଶ୍ଵର | ସବୁଠାରୁ ଗୁରୁତ୍ବପୂର୍ଣ କମ୍ପାନୀ ବଜାଜ ଅଟୋ ଲିମିଟେଡ ଆଜି ନୂତନ ଚେତକ ୩୦୦୧ ଲଂଚ କରିଛି, ଯାହା ଅତ୍ୟନ୍ତ ଲୋକପ୍ରିୟ ମଡେଲ ଚେତକ ୨୯୦୩ର ଏକ ଅପଗ୍ରେଡ ମଡେଲ ଏବଂ ଅତ୍ୟନ୍ତ ସ‘ଳ ହୋଇଥିବା ଚେତକ ୩୫ ସିରିଜ ପରି ସମାନ ଅତ୍ୟାଧୁନିକ | ଇଭି ପ୍ଲାଟ’ ର୍ମ ବ୍ୟବହାର କରା ଯାଇଥିବା ଏହି ଚେତକ ୩୦୦୧ରେ ରବୋର୍ଡ – ମାଉଂଟେଡ ୩.୦ କିଲୋଓ୍ବାଟ ବ୍ୟାଟେରୀ ରହିଛି ଯାହା ଅଧିକ ଷ୍ଟୋରେଜ ସ୍ପେସ ଏବଂ ରେଞ୍ଜ ବୃଦ୍ଧିକାରୀ ପ୍ରଯୁକ୍ତିବିଦ୍ୟା ସହିତ ଅଧୂକ ଅଭିଜ୍ଞ ଭାବରେ ଗାଡ଼ି ଚଳାଇବାର ଅନୁଭୂତି ପ୍ରଦାନ କରେ । ଚେତକ | ୩୦୦୧ ଏକ ନୂତନ ପ୍ଲାଟ’ ର୍ମରେ ନିର୍ମିତ, ବାସ୍ତବ ଜୀବନର ଅନୁଭୂତି ପାଇଁ ପ୍ରସ୍ତୁତ ଯଉଁଥରେ ନୂତନ ରବୋର୍ଡ ବ୍ୟାଟେରୀ ତାଂଚା ଉତମ ସ୍ଥିରତା, ଅଧୂକ ସ୍ଥାନ, ନିମ୍ନ ଗୁରୁତ୍ୱାକର୍ଷଣ କେନ୍ଦ୍ର। ଏହି ବର୍ଗରେ ସର୍ବୋତମ ୧୨୭ କିଲୋମିଟର ରେଞ୍ଜ ପ୍ରଦାନ କରୁଛି। ବୃହତ ୩୫ ଲିଟର ବୁଟ ସ୍ପେସ ହେଲମେଟଠାରୁ ଆରମ୍ଭ କରି ସଉଦା ବ୍ୟାଗ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ | ରହିପାରିବ । ଦ୍ରୁତ ଚାର୍ଜ ପାଇଁ । ୭୫୦ଡ ଚାର୍ଜର – ମାତ୍ର ୩ ଘଂଟା ୫୦ ମିନିଟରେ ୦% ରୁ ୮୦%
ଚାର୍ଜ ହୋଇପାରିବ । ବଜାର ପ୍ରବେଶ ଅବସରରେ ବଜାଜ ଅଟୋ ଲିମିଟେଡର ଅର୍ବାନାଇଟ ବିଜନେସ ୟୁନିଟର ଅକ୍ଷ ଏରିକ ଭାସ କହିଛନ୍ତି,” ଇଲେକ୍ଟ୍ରିକ ସ୍କୁଟରର ବ୍ୟାପକ ବ୍ୟବହାର ପାଇଁ ଚେତକ ୩୦୦୧ ଏକ ମାନଦଣ୍ଡ ସ୍ଥାପନ କରିଛି । ପରବର୍ତୀ ପିଢ଼ି ର ପ୍ଲାଟ’ ର୍ମରେ ନିର୍ମିତ ଏହି ଗାଡ଼ି ଭାରତୀୟ । । ସ୍ଫୁଟର ଆରୋହୀମାନଙ୍କ ପସନ୍ଦ । ଅନୁଯାୟୀ ଆବଶ୍ୟକ ରେଞ୍ଜ ଏବଂ କାର୍ଯ୍ୟଦକ୍ଷତା ପ୍ରଦାନ କରେ ସୁନିଶ୍ଚିତ । ନିର୍ଭରଯୋଗ୍ୟତା ଏବଂ ସେବାର ମାନସିକ ଶାନ୍ତ ସହିତ ଏକ ଚିନ୍ତାମୁକ୍ତ । ଗାଡ଼ି ଚାଳନାର ଅନୁଭୂତି ଦିଏ। ମାତ୍ର । ୯୯,୯୯୦ ଟଙ୍କାର ଏକ୍ସ-ଶୋରୁମ । ମୂଲ୍ୟରେ ମିଳୁଥିବା ବଡ଼, ଶକ୍ତିଶାଳୀ | ଏବଂ ସମ୍ପୂର୍ଣ ସୁରକ୍ଷିତ ସ୍କୁଟର ଚେତକ । ୩୦୦୧ ହେଉଛି ଦୈନନ୍ଦିନ ବ୍ୟବହାର | ଉପଯୋଗୀ ଇଲେକ୍ଟ୍ରିକ ସ୍କୁଟର ଯାହା ପେଟ୍ରୋଲ ସ୍କୁଟରର ସ୍ଥାନ ଅଧୁକାର କରିଛି। ନୂତନ ଅବତାର, ମାତ୍ର ପୂର୍ବପରି ଅଦମ୍ୟ ସ୍ପୃହା ତା’ର ପୂର୍ବ ସ୍ୱ ରୂପଗୁଡି଼କ ପରି ବଜାରରେ ଆଧୂପତ୍ୟ ବିସ୍ତାରରେ ସ୍ଥିର ଅଭିବୃଦ୍ଧି କରିଛି। ନୂତନ ଅବତାର, ମାତ୍ର ପୂର୍ବପରି ଅଦମ୍ୟ ସ୍ପୃହା ତା’ର ପୂର୍ବ ସ୍ୱ ରୂପଗୁଡି଼କ ପରି ବଜାରରେ ଆଧୂପତ୍ୟ ବିସ୍ତାରରେ ସ୍ଥିର ଅଭିବୃଦ୍ଧି
କରୁ ଥି ବା ଚେତକ ଏହାର । ବୈଦ୍ୟୁତିକ ଅବତାରରେ ସମ୍ପୂର୍ଣ୍ଣ | ଭାବରେ ସୁରକ୍ଷିତ ହେବାର । ଇତିହାସକୁ ପୁନରାବୃତି କରୁଛି। ଚେତକ ଭାରତରେ ବୈଦ୍ୟୁତିକ ଦୁଇଚକିଆ ଯାନକୁ ନୂତନ ଭାବରେ ପରି ଭାଷିତ କରିଛି । ଯେଉଁଥୁରେ ନିରନ୍ତର ବନ୍ଧିତ ବଜାର ପୁଞ୍ଜି ଏବଂ ବ୍ୟାପକ ବିସ୍ତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସ୍ଥାୟୀ ଗତିଶୀଳତାର ବନ୍ଧିତ ଚାହିଦା ସହିତ ତାଳ ଦେଇ ପ୍ରଯୁକ୍ତିବିଦ୍ୟା ଏବଂ ଐତିହ୍ୟର ଏକ ସୁଗମ ମିଶ୍ରଣ ମ୍ୟାମରେ ବଜାଜ ଅଟୋ ଲିମିଟେଡ । ଅତ୍ୟାଧୁନିକ ବୈଦ୍ୟୁତିକ ଯାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।