BusinessDIstrictNationNawarangpurOdisha

ରାଜପୁର ଗାଁରେ ସିରିଜ ଚୋରି, ଚୋରର ଫଟୋ କଏଦ୍

ଉମରକୋଟ;26/6 ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଗତକାଲି ରାତିରେ ସିଲିକ ବୋଲି କରୁଥିବା ବେଳେ ଚୋରର ଫଟୋଟି ସିସି କ୍ୟାମେରାରେ କଏଦ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ହୋଇ ମାନେ ରାଜପୁର ଗାଁ ର ଭଦ୍ରନ ଜନସେବା କେନ୍ଦ୍ରରେ ତାଲା ହାଙ୍ଗି ୩୫ ହର ର ଟଙ୍କା ନେଇଥୁବେଳେ ଅଚର ବିଗଣ ଦୋକାନର ଗୋଦାମ ଘର ତାଲା ଭାଙ୍ଗି ଥିରେ ହେଁ କିଛି ବୋଲି କରି ନାହାନ୍ତି । ସେହିପରି ଜଟା କାରଣ ହୋଇନର ORI ଭଙ୍ଗି ବୋଲି ଉଦ୍ୟମ କରିବା ବେଳେ ଏହାର ମଲିକ ପଡ଼ିଥିଲେ । ଫଳରେ ଚୋରମାନେ ବାହାର ଅଡରୁ ତା ପକାଇ ଦେଇଥିଲେ । ଯାହାଫଳରେ ସେ ବାହାରକୁ ବାହାରି ପାଳିଲେ ନାହିଁ । ସେହିପରି କମୋକୁ କଷାଙ୍କ ଜାର ଟଙ୍କାରୁ ଭର୍ତ୍ତ ବୋଲି ହେଉଥୁବା CA ଢାଙ୍ଗି ପ୍ରାୟ ୨୦ ହଜାର ଏହାର ମାଲିକ ଅଧୁକାରୀ ପୁତ୍ରୀ ଗ୍ରାମର ଗବେଶ ଦ ଦଳ ସୁନ୍ଦନା

ନ ଏହି ପ୍ରଦାନ କରିଛନ୍ତି ।ତେବେ ରାଗିଥିବା 4 କ୍ୟାମେରାରେ ବୋକର ବୋଲି କରିବା ବେଳର ଫଟୋ କଏଦ ହେଇଯାଇଛି । ତେବେ ସମସ୍ତ ଦୋକାନା ଆଜି ସକାଳେ ସିଂସାଲି ପୋଲିସ ପାଣିରେ ଏତଲା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଫିସରି ଫାଣ୍ଡି କୁ ୬ ଜଣ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଏପରି ବୋଲି ଘଟଣା ପ୍ରଥମ ଥର ପାଇଁ ଘଟିଥିରୁ ସମସ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଗୋଗୁଆ ଜଣ ରଖେନିଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button