BusinessDIstrictKoraputNationOdishaPolitics

ମାର୍କେଟିଙ୍ଗ ବ୍ରାଣ୍ଡିଙ୍ଗ ଅଧୂକୃତ ବ୍ୟବହାରକାରୀ ପଞ୍ଜି କରଣ କର୍ମଶାଳା

ଜୟପୁର, ୨6/6: କୋରାପୁଟ ସ୍ଥିତ ସଦଭାବନା ସଭା ଗୃହ ଠାରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ପ୍ରସାର ନିମନ୍ତେ ବିକ୍ରେତା ଗତିଶୀଳତା ଅଭିଯାନ ଏବଂ ବିନିମୟ ପଦ ପଦକ୍ଷେପ ଅଧୀନରେ ଉପଭୋକ୍ତା ପଞ୍ଜିକରଣକୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହା ଦ୍ଵାରା ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନରେ କ୍ଷମତା ନିର୍ମାଣ କରି, ଜିଆଇ ଆଧାରିତ ଉତ୍ପାଦ ପଞ୍ଜିକରଣକୁ ଉତ୍ସାହିତ କରି ଏବଂ ଘରୋଇ ଏବଂ ରପ୍ତାନି ବଜାର

କୋରାପୁଟ କଳା คิด ଚାଉଳ, କୋଟପାଡ ଶାଢ଼ି ଏ କଫିଚ କୋରାପୁଟ ଅଧୂକୃତ ଫିର ମାର୍କେଟିଂ, ବ୍ରାଣ୍ଡିଂ ଓ ବ୍ୟବହ ବହାରକାରୀ ପଞ୍ଜିକରଣ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଏହି କର୍ମଶାଳା ରେ କୋରାପୁଟ ଜିଲ୍ଲାପାଳ ପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ସ ସ‌ମେତ ଅନ୍ୟା ନ ଅଧୂକାରୀ ରୀ ଓ ଚାଷୀ, ବୁଣାକାର ଓ କଫି ଉଦ୍ୟାଗି ଭାଗ ନେଇଥିଲେ, ଓଡିଶା ୨୬ ସାମଗ୍ରୀ କୁ ଜିଆଇ ଟ୍ୟାଗ ରେ ମାନ୍ୟ ନ୍ୟତା ମିଳିଛି, ସେଥ୍ ମଧ୍ୟରୁ କୋରାପୁ ରାପୁଟ ଜିଲ୍ଲାର କଳାଜିରା ଚାଉଳ ଓ କୋଟପାଡ଼ ଶାଢ଼ୀ କୁ ଜିଆଇ ଟ୍ୟାଗ ର ମାନ୍ୟତା ମିଳିଛି। ବେ |କୋରାପୁଟ କଳା ଜିରା ଚାଉଳ, କୋରାପୁଟ କଫିର ମାର୍କେଟିଂ, ବ୍ରାଣ୍ଡିଂ ଏବଂ ଅଧିକୃତ କୃତ

ଅନୁସନ୍ଧାନ କରି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଚାଷୀ ଗୋଷ୍ଠୀ, କାରିଗର এ ? ଉତ୍ପାଦକ ଗୋଷ୍ଠୀଙ୍କୁ ସମର୍ଥନ କରିବା, କୋରାପୁଟର ଜିଆଇ ଟ୍ୟାଗ୍ ହୋଇଥୁବା ଉତ୍ପାଦଗୁଡ଼ିକର ବଜାର ପ୍ରବେଶ ଏବଂ ବ୍ରାଣ୍ଡ ପରିଚୟକୁ ସୁଦୃଢ଼ କରିବା, ଯୋଗ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଜିଆଇ ଅଧୂକୃତ ଉପଭୋକ୍ତା ରଣକୁ ସୁବିଧା ପ୍ରଦାନ ପଞ୍ଜି କରଣ କରି ବା, , ବି ବିଶେଷଜ୍ଞଙ୍କ ନେତୃତ୍ବ ରେ ଅଧିବେଶନ ମାଧ୍ୟମରେ ସ୍ଥାନୀୟ ସୂକ୍ଷ୍ମ, କ୍ଷୁଦ୍ର ଏ ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ସଶକ୍ତ କରିବା, ଆଦିବାସୀ ଏବଂ ଗ୍ରାମାଞ୍ଚଳ କ୍ଲଷ୍ଟରରେ ଉଦ୍ୟୋଗ ଏବଂ ମୂଲ୍ୟ ବୃଦ୍ଧିକୁ ପ୍ରେତ୍ସାହିତ କରିବା ର ସରକାର ଲକ୍ଷ ରଖୁଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button