DistrictNationNawarangpurOdishaPolitics

ବିଜେପିର ମିଶ୍ରଣ ପର୍ବ

ଝରିଗାଁ,ତା 26।6 :ଉମରକୋଟ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଝରିଗାଁ ସାଂସଦ ପ୍ରତିନିଧ୍ ଚନ୍ଦ୍ରଭାନୁ ନାୟକ, ଉମରକୋଟ ସାଂସଦ ପ୍ରତିନିଧ୍ ବାସନ୍ତୀ ମାଝୀ, ଉମରକୋଟ ବିଧାୟକ ପ୍ରତିନିଧ୍ ସୋନା ମାଝୀ, ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ମାଝୀ, ସଂଖ୍ୟାଲଘୁ ଜିଲ୍ଲା ସଭାପତି ପବିତ୍ର ଗରଡ଼ା, ଧଡ୍ରା ଜୁନ ସଭାପତି ଭୁଝବଳ ଗୌଡ଼, ଖାଣ୍ଡା ମଣ୍ଡଳ ସଭାପତି ଉତ୍ତମ ପବିତ୍ର ହରିଜନ, ବଡ଼ ବରଣ୍ଡୀ ଜୋନ ମଣ୍ଡଳ ସଭାପତି ଈଶ୍ବର ଭତରା, କମଲୁ ମାଝୀ, ଗଣପତି ସାହୁ, ପ୍ରଫୁଲ ପ୍ରଧାନୀ, ଚିତ୍ର ସେନ ତିୱାରୀ,ଫିରୋଜ ପାଣ୍ଡେ ଷୋଡ଼ଙ୍ଗି,ଜୋଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କର୍ମକର୍ଷ ର୍ମକର୍ତ୍ତା ତୃଣମୂଳ ସ୍ତରରେ ସଂଗଠନ ଗଠନ କରି, ସରକାରୀ ଯୋଜନା ସବୁ ଜନସାଧାରଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବରିଷ୍ଠ କର୍ମକର୍ତ୍ତାମା ନର୍ଭାମାନେ ପ୍ରେରଣା ଦେଇଥିଲେ। ଆଦିତ୍ୟ ଦିତ୍ୟ କଛିମ, ଡୁମର ହରିଜନ, ଅକ୍ଷୟ କୁମ କୁମାର ଡରୁଆ, ନରସିଂ ପୂଜାରୀ, ରତନ ପୂଜାରୀ, ନ ରବି ଭତରା, ରାମଲାଲ ହରିଜନ, ସୁବ୍ରତ ପାଣ୍ଡେ ଆଦି ନୂତନ କର୍ମୀ ଦଳରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ କିଛି କର୍ମୀ କର୍ମୀ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଳ ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ। ନୂତନ ନୂତନ ଭାବେ ସାମିଲ ହୋଇଥିବା କର୍ମୀମାନଙ୍କୁ ବିଜେପି କରାଯାଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button