DistrictEducationEntertainmentHealthNawarangpurOdisha

ନବଜାତ ଶିଶୁ କନ୍ୟାଙ୍କୁ ସୁସଜ୍ଜିତ ଗାଡ଼ିରେ ଘରକୁ ନେଲେ ପରିବାର

ଉମରକୋଟ, 26/6 ଝିଅଙ୍କୁ ଏବେ ମଧ୍ୟ ଅନେକେ ବୋଝ ବୋଲି ଭାବନ୍ତି I ଝିଅଙ୍କ ଅପେକ୍ଷା ପୁଅଙ୍କୁ ଅଧୂକ ଗୁରୁତ୍ଵ ଦିଅନ୍ତି। କିନ୍ତୁ ବୁଧବାର ନବରଙ୍ଗପୁର ଉମରକୋଟରେ ଏହାର ଏକ ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଝିଅ ଜନ୍ମ ହେବା ପରେ ପରିବାର ଲୋକେ ଅତି ଆଗ୍ରହର ସହକାରେ ଘରକୁ ନେଉଥିବା ଦେଖୁବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଡଙ୍ଗରିଗୁଡ଼ା ଗ୍ରାମର ପ୍ରଣୟ ବାଲା ଓ ପିପି ପଲିଶ୍ରୀଙ୍କ ଗତ ଶନିବାର ଅସ୍ତ୍ରୋପଚାରରେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଝିଅ ଜନ୍ମ ହୋଇଥିଲା। ଝିଅଟି ସେମାନଙ୍କ ପ୍ରଥମ ସନ୍ତାନ। ବୁଧବାର ତାଙ୍କୁ ଡିସ୍‌ଚାର୍ଜ ର୍ଜ କରାଗଲା। ତେବେ ତାଙ୍କୁ ଶିଶୁ କନ୍ୟାଙ୍କୁ ବସାଇ ଡାକ୍ତରଖାନା ନିଆଯାଇଥିଲା। ଯାହାକୁ ଦେଖୁବାକୁ ନେବାକୁ ପରିବାର ଲୋକେ କାର୍‌କୁ ସଜାଇ ଡାକ୍ତରଖାନାରେ ପହଞ୍ଚୁ ଥିଲେ। ସେ ସେହି ସୁସଜ୍ଜିତ ଗାଡ଼ିରେ ନବଜାତକ ଡାକ୍ତରଖାନାରେ ଭିଡ଼ ଜମିଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button