DIstrictEntertainmentHealthNationNawarangpurOdishaPolitics
ଯୁବତୀଙ୍କୁ ଦୁଷ୍କର୍ମ; ପ୍ରେମିକ ଗିରଫ

କୋଷାଗୁମୁଡା 25/6: ବିଗତ ଦୁଇ ବର୍ଷରୁ ଦୁହେଁ ପ୍ରେମ ସଂପର୍କରେ ଥୂଲା I ବିବାହ ପ୍ରଲୋଭନ ଦେଖାଈ ଯୁବକ ଯୁବତୀଙ୍କ ସହ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ | ବର୍ତ୍ତମାନ ଯୁବତୀ ମାସର ଗର୍ଭବତୀ | ସୋମବାର ଦିନ ଯୁବତୀ ନିଜେ କୋଷାଗୁମୁଡା ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ବିବାହ ପାଇଁ ଯୁବକ ମନା କରିବା ଯୋଗୁଁ ଯୁବତୀ ଥାନାର ଦ୍ବାରସ୍ଥ ହୋଇଥିଲେ। ଯୁବକ ରାଣୀଗୁଡା (ବଡ଼ ଆମ୍ବଡା) ର ନାମ ଅରୁଣ କୁମାର ଗଣ୍ଡା (90) । ଯୁବତୀ ଅଭିଯୋଗକୁ ଭିତ୍ତି କରି କୋଷାଗୁମୁଡା ଥାନାଧିକାରୀ ଉମେଶ ଚନ୍ଦ୍ର ଧାରା IGIR ନାୟକ କେସ୍ ନମ୍ବର ୧୧୮/୨୫, ৩৮(৭) (কা)/ণা৪২(গা) দেে ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ନିଜ ଗାଁରୁ ଗିରଫ କରିଛି। କୋଷାଗୁମୁଡା ମେଡ଼ିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରି ନବରଙ୍ଗପୁର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ନାୟକ କହିଛନ୍ତି।