EducationNationPolitics

ଖଙ୍ଗେଙ୍କ ବୟାନ: ଯୁଦ୍ଧ ରୋକିବାକୁ ଉଦ୍ୟମ କରନ୍ତୁ ମୋଦି

ନୂଆ ଦିଲ୍ଲୀ,24/6: କଂଗ୍ରେସ ଅଧ୍ୟକ୍ଷ ମଲ୍ଲି କାର୍ଜୁ ନ ଖଡ୍ ଗେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । କର୍ଣ୍ଣାଟକର କାଲବୁର୍ଗିରେ ସେ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ବିଶ୍ୱ ଗୁ ରୁ ହେବାର ନାରା ଲଗାଉଛନ୍ତି। ବର୍ତ୍ତମାନ ଇସ୍ରାଏଲ୍ ଇରାନ୍ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଭାରତ ସେହି ସଂଘର୍ଷ କୁ ରୋକିବାକୁ ଉଦ୍ଯମ କରିବାର ଥିଲା। ସେହିପରି ଇରାନ ଆମର ପଡ଼ୋଶୀ ଦେଶ ହୋଇଥି ରଥି ବାବେଳେ ସବୁ ବେଳେ କଠିନ ସମୟରେ ଭାରତକୁ ସମର୍ଥନ କରି ଆସିଛି। ଇରାନ୍ ସହିତ ଆମର ବାଣିଜ୍ୟିକ ସମ୍ବନ୍ଧ ବି ରହିଛି। ଭାରତ ନିଜ ଇନ୍ଧନ ଆବଶ୍ୟକତାର ପ୍ରାୟ deegi, Vish ଜୁରାନରୁ ଆମଦାନୀ eraj

ପକ୍ଷ ନେଇଥିଲା। ତେଣୁ ଇରାନ୍‌କୁ କୌଣସି ପ୍ରକାର ସମସ୍ୟା ନହେବା ଆମେ ଚାହୁଁଛୁ ବୋଲି ସେ ପ୍ର କାଶ କରିଛନ୍ତି। ଖଡ଼ଗେଙ୍କ ଅନୁସାରେ, କୌଣସି ଦେଶ ଅନ୍ୟ କୌଣସି ସ୍ବତନ୍ତ୍ର, ଗଣତାନ୍ତ୍ରିକ ଦେଶ ଉପରେ ଆକ୍ରମଣ କରିବା ଅନୁଚିତ୍। ଆଜି ସେଠାରେ ଯାହା ହେଉଛି କାଲି ତାହା ଅନ୍ୟ କୌଣସି ସ୍ଥାନରେ ହୋଇପାରେ। ତେଣୁ ପ୍ରଧାନମନ୍ତ୍ରୀ ଏହି ସଂଘର୍ଷକୁ ରୋକିବାକୁ ଉଦ୍ୟମ କରିବା ଦରକାର । ବାଂଲାଦେଶରେ ହିନ୍ଦୁ ନରସଂହାର ଘଟଣାରେ ଚୁପ୍

ଭାରତ ସବୁବେଳେ ଶାଢି ଚାହୁଁ ଥିବା ମୁର୍ଶିଦାବାଦରେ ହିନ୍ଦୁ ହତ୍ୟା ଘଟଣାରେ ଚୁପ୍ ଦେଶ ସହିତ ରହିଆସିଥିବା ଖଙ୍ଗେ ପହେଲଗାଆଁ ହିନ୍ଦୁ ଗଣହତ୍ୟା ଘଟଣାରେ ବିଭ୍ରାନ୍ତିକର ବୟାନ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ସପକ୍ଷରେ ବୟା…

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button