
ଜୟପୁର, 24/6 : କୋରାପୁଟ ଜିଲ୍ଲା ଜୟପୁର ପୌର ପରିଷଦ କୁ ତାଲିମ ନେବା ପାଇଁ ନୂତନ ଭାବେ ନିଯୁକ୍ତି ପାଇଥିବା ୨୦ ଓଏଏସ ଅକାରୀ ଆସିଛନ୍ତି । ଏହି ପରିପେକ୍ଷୀରେ ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସେମାନଙ୍କୁ ସ୍ଵାଗତ ସମ୍ଵର୍ଦ୍ଧନା କରିଥିଲେ । ସମସ୍ତ ଓଏସଏସ ଅଧିକାରୀ ମାନେ ପୌର ପରିଷଦ ରେ ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ ହୋଇଛି ସେ ନେଇ ଅନୁଧ୍ୟାନ କରିବେ, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା କିପରି କାର୍ଯ୍ୟକାରୀ ହୋଇଛି I ସହର ବାସୀ ସରକାର ଙ୍କ ତରଫରୁ ଆସୁଥିବା ଯୋଜନା ରେ କିପରି ଲାଭବାନ ହୋଇଛନ୍ତି ସେ ନେଇ ହିତାଧୁକାରୀ ଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ମାନଙ୍କ ମନ ବଳ ଦୃଢ଼ କରିବା ପାଇଁ ଜୟପୁର ବିଧାୟକ ସେମାନଙ୍କୁ
ସ୍ଵାଗତ ଗତ ସମ୍ପର୍ବନା ଜଣାଇଥିଲେ । ଏହି ସ୍ଵାଗତ ସମ୍ପଦ୍ଧନା କାର୍ଯ୍ୟକ୍ରମ ରେ ଜୟପୁର ଉପ ଜିଲ୍ଲା ଜିଲ୍ଲାପାଳ ଆକବରମ ସସ୍ୟା ରେଡ୍ଡୀ, ପୌର ପରିଷଦ ର ଅଧକ୍ଷ ନରେନ୍ଦ୍ର ମହାନ୍ତି, ପୌରପରିଷଦ ର ଅତି ରିକ୍ତ ନିଭାଇ ଅଧୁକାରୀ ପୁଜା ରାଉତ, ପୌର ରପରିଷଦ ସହକରି ନିଭାଇ ଯନ୍ତ୍ରୀ ଅଜୟ କୁ ମାର ଜାନି, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ, ସମସ୍ତ କାଉନସିଲ ଙ୍କ ପୌର ପରିଷଦ ଉପସ୍ଥିତ ଥିଲେ l