
ଉମରକୋଟ, 24 /୦6 : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡ଼ୁଦାର ମାନେ ଏକତ୍ରିତ ହୋଇ ଆଜି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡଙ୍କ ବାସ ନାର ମାନଙ୍କୁ ଝାଡୁଦାର ଭବନରେ ପହଂଚି ତାଙ୍କୁ ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଥୁବା ସୂଚନା ସୂଚନା ମିଲିଛି । ଓଡିଶା ସରକାରଙ୍କ ପଂଚସଖା ଶିକ୍ଷା ଅଭିଯାନ ତରଫରୁ ରୁ ପ୍ରତି ୫ଗ୍ଧ ବିଦ୍ୟାଳୟ ମାନଙ୍କରେ ରାତ୍ର ଯୋଗୁଆଳି ଓ ଝାଡୁଦାର ନିୟୋଜିତ କରାଯାଇଥିଲା । ରାତ୍ର ଯୋଗୁଆଳି ଓ ଝ ମାନେ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲେଇ ବିଦ ବିଦ୍ୟାଳୟ ପରିସରକୁ ସଫା ସୁତରା ରଖୁବା ସହିତ ବିଦ୍ୟାଳୟ | ପରିସର ମଧ୍ୟରେ ଥିବା ଫୁଲ ବଗିଚା, ଗଛଲତା ଓ । ଘାସ ଘାସ ଗାଲିଚାର ଠିକ ଯନ୍ତ୍ର ନେଉଛନ୍ତି ଓ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବାରେ ସେମାନଙ୍କ ମୁଖ୍ୟ ଭୂମିକା ରହି ରହିଛି । ତାଛଡା ବିଦ୍ୟାଳୟ ର ଅନ୍ୟାନ୍ୟ କାର୍ଯ୍ୟ ଗୁଡିକରେ ମଧ୍ଯ ମଧ୍ୟ ସହଯୋ ପାଗ କରି ଆସୁଛନ୍ତି । ଏତେ ସବୁ କାର୍ଯ୍ୟ କରୁ କରୁଥିବା ସ୍ଵତେ ସେମାନେ ଅନେକ ନକ ସମସ୍ଯା ଦେଇ । ଗତି କରୁଛନ୍ତି । ସେ ସମସ୍ୟା ଗୁଡିକର ସମାଧାନ ନ ପାଇଁ ଆଜି ଝରିଗାଁ,
ଉମରକୋଟ ଓ ରାଇଘର ବ୍ଲକର ୩୦ରୁ ଉର୍ଦ୍ଧ ରାତ୍ରି ଜଗୁଆଳି ଓ ଝାଡ଼ୁଦାର ଗଣଶିକ୍ଷା ମନ୍ତ୍ରୀଙ୍କ ଉମରକୋଟ ସ୍ଥିତ ବାସଭବନରେ ପହଂଚି ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେଉଁଥୁରେ ନିୟମିତ ଦରମା ପ୍ରଦାନ କରିବା, ଦରମା ନିଜସ୍ଵ ପାସବହିକୁ ପଠେଇବା, ଜୀବନ ବୀମା ପ୍ରଦାନ କରିବା, ପାରିଶ୍ରମିକ ରାଶି ଦୁଇଗୁଣା କରିବା, ସ୍ଥାୟୀ ଚାକିରୀର ମାନ୍ୟତା ଦେବା ଓ ବକେୟା ରାଶି ପ୍ରଦାନ କରିବା ଆଦି ଉଲ୍ଲେଖ ଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ହେମନ୍ତ ପୂଜାରୀ, ଅରୁଣ ମାଝୀ, ଭୁବନ ସାନ୍ତା, ଦୁର୍ଯ୍ୟୋଧନ ଗୌଡ଼, ଭରତ ଗଣ୍ଡ, ବଳରାମ ପୂଜାରୀଙ୍କ ସମେତ ତିରିଶରୁ ଊଦ୍ଧ ବ୍ୟକ୍ତି ଉପସ୍ଥିତ ରହିଥିଲେ ।