DIstrictNawarangpurOdishaPolitics
ଅବକାରୀ ବିଭାଗର ଜାଲରେ ବିଦେଶୀ ମଦ

ନବରଙ୍ଗପୁର ଜିଲ୍ଲା ତା-24/6: ଓଡ଼ିଶା ସରକାର ରାଜ୍ୟରେ ନିଶା ନିବାରଣ ଅଭିଯାନ ବାର୍ତ୍ତା ଚଲାଉ ଥୂବାବେଳେ। କିଛି ଦୁର୍ବୃତ ନିର୍ଭୟରେ ଏଭଳି ବେଇନ୍ କାର୍ଯ୍ୟ କରୁଥିବାବେଳେ। ଅବକାରୀ ଅଧୂକ୍ଷକ ଶ୍ରୀ ପ୍ରତାପ କୁମାର ଦାସଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ବରେ ଓ ବିଭାଗୀୟ କର୍ମଚାରୀ ମାନଙ୍କ ସହ, କୋଡୀଙ୍ଗା ଥାନା ଅନ୍ତର୍ଗତ, ଫାର୍ସାଗୁଡା ଗ୍ରାମର ଜଣେ ଆସାମୀ, ନିରଜ ଭତରାଙ୍କ ଘର ଭିତରୁ, ୮.000 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, ୫.000 ଲିଟର ଓ.ଏସ ଲିକର୍, ୧୮.୦୫୦ ଲିଟର ବିୟର ଓ ୯.୬୯୦ ଆଇଏସ୍ଏଫଏଲ୍ ଜବତ କରାଗଲା, ଆସାମୀକୁ ମାନ୍ୟବର SDJM ଙ୍କ ଅଦାଲତରେ ହାଜର କରାଗଲା, vide PR No-୩୮/୨୦୨୫-୨୬ ଓଫ ଇନସ୍ପେକ୍ଟର ଏକ୍ସସାଇଜ ନବରଙ୍ଗପୁର ରେଞ୍ଜରେ ମକଦମା ରୁଜୁ କରାଗଲା। ଏହି ଚଢ଼ାଉରେ ରେଶମା ସୁନା ଓ ଆକ୍ରମ ଖାନ ସହ ଯୋଗ କରି ଥିଲେ ।