BusinessEntertainmentNationOdishaPoliticsWorld

ଭାରତ ପାଇଁ ଆମେରିକାର କଠୋର ଯାତ୍ରା ନିର୍ଦ୍ଦେଶାବଳୀ

ମହିଳାମାନେ ଏକୁଟିଆ ଯାଆନ୍ତୁ ନାହିଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ବିଶେଷ ସତର୍କତା

ନୂଆଦିଲ୍ଲୀ, 22/6: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ୍ ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରି ଆମେରିକୀୟମାନଙ୍କୁ କରିଛି ଭାରତ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦ କାରଣରୁ ଜୁନ୍ ୧୬ତାରିଖରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ଏବଂ କେତେକ ଅଞ୍ଚଳରେ ଅଧିକ ବିପଦ ଥିବା ଏଥିରେ ଦର୍ଶାଯାଇଛି। ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିବା ସହ ପର୍ଯ୍ୟଟନସ୍ଥଳୀ

ହିଂସାତ୍ମକ ଅପରାଧ ଥିବା କହିଛି। ଆତଙ୍କବାଦ17 11On ବିନା ଚେତାବନୀରେ ଅ451 କରିପାରନ୍ତି। ସେମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳ, କେନ୍ଦ୍ର, ବଜାର/ସପିଂ ମଲ୍ ଏବଂ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବାରୁ ଆମେରିକୀୟମାନେ ଏ ଦିଗରେ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି | ଆମେରିକୀୟ ମହିଳାମାନଙ୍କୁ ଏକୁଟିଆ ଯାତ୍ରା ନକରିବା ପାଇଁ ସତର୍କ କରାଇ ଦିଆଯାଇଛି ।

ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଜରୁରିକାଳୀନ ସେବା ଯୋଗାଇବା ଆମେରିକା ସରକାରଙ୍କର ସୀମିତ କ୍ଷମତା ପାଇଁ

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button