୧୦୯ ପଟ୍ଟା, ୨୦ ଅର୍ଯ୍ୟୋଦୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ

ନବରଙ୍ଗପୁର ୨୨/୦୬: ରାଜ୍ୟ ସରକାରଙ୍କ ୧ ବର୍ଷ ପୂରି ଅବସରରେ ‘ବର୍ଷ ଏକ, ଉପକିଛି ଅନେକ କାର୍ଯ୍ୟକ୍ରମ କରାଯାଉଛି । ଏହା ଜରିଆରେ ଲୋକଙ୍କୁ ସରକାରଙ୍କ ବିକାଶମୂଳକ ଯୋଜନା ବାବଦରେ ଅବଗତ କରାଇବା ପାଇଁ ଜିଲା ଓ ଦୂଳରେ ବିକାଶ ବାଳନ ରଥ ଭ୍ରମଣ କରୁଛି। ଏହା ଜରିଆରେ ଲୋକେ ସଚେତନ ହେଉଛନ୍ତି । ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଓ ସତ୍ୟବାଦୀ ଦୁନ ପୃଥକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅଭିଥ୍ ଓ ସମ୍ମାନିତ ଅଭିଷ୍ଟ ଭାବେ ଯୋଗଦେଇ ପୁରୀ ଲୋକ ସଭା ସଦସ୍ୟ ଡ. ସମିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଣ ମିଶ୍ର ଉଭୟ ଏହା କରିଥିଲେ।
ସଭାଗୃହରେ ଆୟୋଜିତ ପରୀ ଦର୍ଶନ କାର୍ଯ୍ୟକ୍ରମରେ ଲୋକ ସଭା ସଦସ୍ୟ 8. ପାତ୍ର ଓ ସତ୍ୟବାଦୀ ବିଧାୟକ ମିଶ୍ର
ସତ୍ୟବାଦୀ ତହସିଲ କାର୍ଯ୍ୟଳୟ ପରିସରରେ ହାଣିଥିଲେ। ଏଥିରେ ମୁଖ୍ୟତଃ ୨୪ଟି ସିତିମି ପନ୍ଥା, ଭୂମିହୀନଙ୍କୁ ୨, ଶିକ୍ଷାନୁଷ୍ଠାନକୁ ୪୪, ସେ ଚନ୍ଦୋଳରୁ ୪, ସଂଶୋଧକ ପଳା ୩୦ ଏହିଭଳି ସମୁଦାୟ ୧୦୯ଟି ପକା ଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ
ପରିଚାଳନା କରିଥିଲେ । ପରେ ସତ୍ୟବାଦୀ ତୁଳ ପରିସରରେ
ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିୟ ଓ ଅନ୍ୟ ଅଧୁକାରୀମାନ
୨୦ ଜଣ ହିତାକରୀଙ୍କୁ ଅନ୍ତୋଦୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ୨ ଜଣ ନିଜାକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଇଥିଲା । । କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିଡ଼ିଏ ଦେବାଶିଷ ନାୟକ ପରିଜାଳନା କରିଥିଲେ । ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୁନାରୀ ରାଜଳକ୍ଷ୍ମୀ
ଦାଶ, ସତ୍ୟବାଦୀ ବ୍ଲକ ସଂଯୋଜକ ଦେବାଶିଷ ଯତ୍ନୀ, ଜିଲା ପରିଷଦ ସଭ୍ୟ ଜତିନାନ୍ତ ମିଶ୍ର, ସଜ୍ୟ ବିଷ୍ଣୁପ୍ରିୟା ବରାଳ, ଭାଜପା ନେତା ସତୀକ୍ଷା ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସତ୍ୟବାଦୀ ତୁଳ କାର୍ଯ୍ୟଳୟ ପରିସରରେ ବିକାଶ ବାହନ୍ତି