
21/6 ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଇଥିବା | ପ୍ରଥମ ଟେଷ୍ଟ ମ୍ୟାଟ୍ରେ କମାଲ କରିଛନ୍ତି ଜଣେ କ୍ରିକେଟର । ମ୍ୟାବ୍ର ଉଭୟ ଇନିଂସରେ ସେ ଶତକ ହାସଲ କରି ଇତିହାସ ରଚିଛନ୍ତି । । କ୍ରିକେଟ ରଜଣଙ୍କ ହେଲେ ବାଂଇ। ଦେଶ ଅଧିନାୟକ ନାଜମୁଲ ହାସନ | ଶାଣ୍ଟୋ । ତେବେ ସେ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ବାଂଲାଦେଶୀ ଅର୍ଧନାୟକ ହୋଇଛନ୍ତି । | ପ୍ରଥମ ଇନିଂସରେ ୧୪୮ ରଳ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ୧୨୫ ରଳର ଅପରାଜିତ ଇନିଂସ ଖେଳିଛନ୍ତି ।
ବାଂଲାଦେଶ ୬ ଉଇକେଟରେ ୨୮୫ ରନରେ ତା’ର ଦ୍ଵିତୀୟ ଇନିଂସ ଘୋଷଣା କରିଛି । ଏହିପରି ଶ୍ରୀଲଙ୍କାକୁ ଏହି ଟେଷ୍ଟ ମ୍ୟାଚ ଜିତିବା ପାଇଁ ୨୯୬ ରନ କରିବାକୁ ପଡ଼ିବଛ କିନ୍ତୁ ବର୍ତ୍ତମାନ ଏହି ଟେଷ୍ଟ | ମ୍ୟାତ୍ରେ ଆଉ ସମୟ ନାହିଁ । ପଞ୍ଚମ ଦିନର ଖେଳ ଶେଷ ହେବାକୁ | କେବନ କିଛି ଓଭର ବାକି ଅଛି । ଏପରି ପରିସ୍ଥିତିରେ ଏହି ଟେଷ୍ଟ | ମ୍ୟାଚ ଡ୍ର ଆଡକୁ ଯାଉଛି ।
ଗଂଲାଦେଶ ଅଧିନାୟକ ନାଜମୁଲ ଗାଲେ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ସେ ଏହି ମ୍ୟାବ୍ର ଉଭୟ ଇନିଂସରେ ଶତକ ହାସଲ । କରିଛନ୍ତି । ପ୍ରଥମ ଇନିଂସରେ ସେ ୨୭୯ ବର୍ଷେ ୧୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୪୮ ରନ କରିଥିଲେ । ଏହା ବ୍ୟତୀତ ମୁଶଫିକର ରହିମ ମଧ୍ୟ ପ୍ରଥମ ଇନିଂସରେ ୧୬୩ ରକ୍ତ, ଇନିଂସ | ଖେଳିଥିଲେ । ଏହା ସହିତ ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪୯୫ ରନ କରିଥିଲା ।