
ନୂଆଦିଲ୍ଲୀ ୨୧/୬ : ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ ଗୁରୁବାର କ୍ରୀଡା ମନ୍ତ୍ରାଳୟ ଜାତୀୟ ଶିବିରରେ ସ୍ଥାନ ପାଇଥିବା ସମସ୍ତ ପୁରୁଷ ଓ ମହିଳା ଖେଳାଳିଙ୍କୁ ମାସିକ 98,000 ଟଙ୍କା ଲେଖାଏଁ ଭତ।, ଦେବାକୁ ନିଷ୍ପରି ନେଇଛିଛ ଫଳରେ ପ୍ରଥମ ଥର ଲାଗି ଛକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି । ଟାର୍ଗେଟ –ଅଲିମ୍ପିକ୍ ପୋଡିୟମ୍ ସ୍କ୍ରିମ୍ (ଟପ୍ସ)ରେ ଥିବା ୮୦o (୪୦ ପୁରୁଷ ଓ ୪୦ ମହିଳା) ଖେଳାଳିଙ୍କୁ ମଧ୍ୟ ଭତ୍ତା ମିଳିବ ।
ଏହି କୋର୍ ଗ୍ରୁପ୍ରେ ଥିବା ଖେଳାଳିଙ୍କୁ ମାସିକ 20,000 ଟଙ୍କା ଲେଖାଏଁ ଭଲ ମିଳିନଛ ଫଳରେ ଏହି ବାବଦରେ ସରକାରଙ୍କୁ ମାସିକ ୨୦ ରକ୍ଷ ଚଙ୍କା ଖର୍ଚ କରି ବାକୁ ପଡ଼ିବ । ଗୁରୁଳାର ସିମନ୍
ପାଇବାକୁ ଥିବା ଯୋଗ୍ୟ ଖେଳାଳିଙ୍କ ନାମ ତାଲିକା ହକି ଇଣ୍ଡିଆ ସରକାରଙ୍କୁ ପ୍ରତି ମାସରେ ପ୍ରଦାନ କରିବା ‘‘ହକି ଇଣ୍ଡିଆ ଅନୁରୋଧ କ୍ରମେ ଆମେ ଏଭଳି ନିଷ୍ପରି ନେଇଛୁ । ଖେଳାଳିମାନେ ନିଜ ଦକ୍ଷତା ଇଣ୍ଡିଆ ପ୍ରତି ମାସରେ ଆମକୁ ତାଳିକା ପ୍ରଦାନ କରିବ । ଖେଳାଳିଙ୍କ ଫିଗ୍ରେସ୍ ଅନୁଯାୟୀ ହକି ଇଣ୍ଡିଆ ଖେଳାଳିଙ୍କ ତାଲିକା ପରିବର୍ତନ କରିପାରିବ’” ବୋଲି କ୍ରୀହାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । ସୂଚନାଯୋଗ୍ୟ, ଯେ ଭାରତୀୟ ପୁରୁଷ ହକି ଦଳ ଲଗାତାର ୨୦୨୧ ଓ ୨୦୨୪ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା ।