HealthNationOdishaPolitics

ସଖୀ ୱାନ ଷ୍ଟପ ସେଣ୍ଟର ଟାସ୍କଫୋର୍ସ କମିଟି ବୈଠକ

ନବରଙ୍ଗପୁର, ତା ୨୧ । ୬ : ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସଖ୍ ୱାନ ଷ୍ଟପ ସେଣ୍ଟରର ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ଯାତିତା ମହିଳା ଓ ବାଳିକା ମାନଙ୍କ ପ୍ରତି ହେଉଥ‌ିବା ହିଂସା ନିମନ୍ତେ ୱାନ ଷ୍ଟପ ସେଣ୍ଟରର ଭୂମିକା ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ, ଜିଲ୍ଲା ସମାଜ କଲ୍ୟାଣ ଣ ଅଧ୍କାର କାରୀ ଦ୍ରୌପଦୀ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ଯକ୍ଷ ଏଡିପିଏଚଓ ଅଜନ୍ତା ଶୁଭଦର୍ଶନୀ, ଡା. ମଳୟ

ତ୍ରିପାଠୀ, ସୁରକ୍ଷା ଅଧିକାରୀ ରୀ ରମା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଏ ଡି ଡବ୍ଲ୍ୟୁ ଓ ଭରତ ଚନ୍ଦ୍ର ସାହୁ, ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂମୀୟ, ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଶକ୍ତି ସଦନ ପରିଚାଳିକା ଗୀତାଞ୍ଜଳୀ ପାଣୀଗ୍ରାହି, ନବରଙ୍ଗପୁର ଶକ୍ତି କ୍ତି ସଦନ ପରିଚାଳିକା ମମତା ପରିଛା, ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନୱାଡି ସୁପରଭାଇଜର ଅଙ୍ଗନଟ୍ରଷ୍ଟ କର୍ମକର୍ତ୍ତା ଶୋଭା କୋଅର୍ଡିନେଟର, ଲାଇନ କର୍ମକର୍ତ୍ତା ଚାଇଲଡ ଉପସ୍ଥିତ ସ୍ଥିତ ଥିଲେ। ୨୦୧୯ ରୁ ୨୦୨୫ ୩୮ କେଶ ମସିହା ପର୍ଯ୍ୟନ୍ତ ୧୯୩୮ ପଞ୍ଜିକରଣ ହୋଇ ହୋଇଥିବା ବେଳେ ୯୯୦ ସଫଳତା ପାଇଛି। ସେଥ୍

ମଧ୍ୟରୁ ଘରୋଇ ହିଂସା, ଯୌତୁକ ଜନିତ ହିଂସା, ନିଖୋଜ, ଅପହରଣ, ବଳାତ୍କାର, ସାଇବର କ୍ରାଇମ ବାଲ୍ୟବିବାହ, ଡାହାଣୀ ସନ୍ଦେହରେ ଶିକାର, ଶିଶୁ ଯୌନ ଶୋଷଣ, ଆଦି ଅନ୍ତର୍ଭୁକ୍ତ। ପଲ୍ଲୀ ସଭା, ଗ୍ରାମ ସଭା, ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ, କାନ୍ଥରେ ଲିପିବଦ୍ଧ କରିବା ପାଇଁ ଆଇନ ପରାମର୍ଶ ଦାତ୍ରୀ କିଶେ କିଶୋରୀ ପଟ୍ଟନାୟକ ଅନୁରୋଧ ରାଧ କରିଥିଲୋ ସ୍ମରଣିକା ପଟ୍ଟନାୟକ, ପିନି ଖୋସଲା, ଦାମିନୀ ବାଳା ନାୟକ, ଜସ୍ମିନ ସିଂ, ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ସ୍ୱର୍ଣ୍ଣଲତା ବେନିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ନନ୍ଦାହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button