
ନବରଙ୍ଗପୁର ୨୧/୦୬:ନବରଙ୍ଗପୁର ପୁର ଜିଲା ଇଣ୍ଡୋର ଷ୍ଟାଡିୟମରେ ଯୋଗାସନ ସ୍ପୋର୍ଟସ ଏକାଡେମୀ ଏବଂ ପେଞ୍ଚକ ସିଲଟ ସଂଘ ଆନୁକୂଲ୍ୟରେ ଶୁକ୍ରବାର ଜିଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନ୍ନ ଅନୁଷ୍ଠିତ ବର୍ଗ, ହୋଇଯାଇଛି। ଏଥିରେ ବିଭିନ୍ନ ବ ବୟସର ପ୍ରତିଯୋଗୀ ଭାଗ ନେଇ ନଇଥିଲେ। ଉଦଯାପନୀ ଉତ୍ସବରେ ସାମାଜିକ କର୍ମ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥ୍, ଅତି ଜିଲା କ୍ରୀଡ଼ା ସଂଘ ଉପସଭାପତି ଏମ୍. ବାଲା କୃଷ୍ଣ ରାଓ ସମ୍ମାନିତ ଅତିଥ୍, ସ୍ବତନ୍ତ୍ର ଅତିଥି ଭାବେ ଜିଲା କ୍ରୀଡ଼ା ସଂଘ ସହ ସମ୍ପାଦକ ମନୋଜ ଜ ପଟ୍ଟନାୟକ, ମାରାଥନ ଖେଳାଳୀ ଚିତ୍ତରଞ୍ଜନ ପାତ୍ର, ଅଧ୍ୟାପକ ଅଖେଳ ଭଟ୍ଟ ଭଟ୍ଟ, ଆଶାକିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଯୋଗାସନ ଅତିଥୁମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରୁଛନ୍ତି।
ପ୍ରତିଯୋଗିତ ବିଚାରକଭାବେ ଯୋଗ ଗୁରୁକୃଷ୍ଣ ମୋହନ ପଟ୍ଟନାୟକ, ଶ୍ରାବାଣୀ ତ୍ରିପାଠୀ, ଅଳକା ଜବନି ଜୀବିକା ଏବଂ ରିମଝିମ୍ ସିଂ ପ୍ରମୁଖ ଯୋଗ ଯାଗ ଦେଇଥିଲେ। ଅଫିସିଆ ଶାମ୍ ଶାନ୍ତିଲତା ।ଫିସିଆଲ୍ ଭାବେ ପଟ୍ଟନାୟକ, କ, ତିଳୋତ୍ତ ଳାତ୍ତମା ପଟ୍ଟନାୟକ, ହିମାଂଶୁ ପଟ୍ଟନା ନାୟକ, ଆଶୁ ଆଶୁତୋଷ ପୂଜାରୀ, ତ୍ରିପ ତ୍ରିପତି ବେହେରା ଏବଂ ୱାଣି ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ପେଞ୍ଚାକ ସିଲଟ ଅନୁଷ୍ଠାନ ସମ୍ପାଦକ ହରିଶ ବେହେରା ପରିଚାଳନା କରିଥିଲେ। ସୂଚନା ସିନ୍ଧିଗୁଡ଼ା ଉତ୍କଳ ବାଲାଆଶ୍ରମ ଏବଂ ମାଝିଗୁଡ଼ା ଉତ୍କଳ କନ୍ୟାଶ୍ରମ ଅନ୍ତେବାସୀ ପ୍ରତି ତିଯୋଗିତାରେ ଭାଗ ନେଇଥିଲେ। ଚନା ଯୋଗ୍ୟ ଯେ ଅନ୍ୟମାନଙ୍କ ସହ