Education

ବିପର୍ଯ୍ୟୟ ପରିଚାଳନା ଉପଲକ୍ଷେ ଜରୁରୀ ଶାଖା ଟେବୁଲ ଟପ୍ ଏକ୍ସରସାଇଜ ବୈଠକ

ନବରଙ୍ଗପୁର : 20/6 ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସର ସାଇଜ ଏବଂ ମକଡ୍ରିଲ ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଏବଂ ଅପରାହ୍ନରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳସ୍ତରରେ ଟେବୁଲ ଟପ ଏକ୍ସରସାଇଜ ଏବଂ ଆସନ୍ତା କାଲି ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ହେବ ବନ୍ଯା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନ । ଜୀବନ କୁ ରକ୍ଷା କରି ଶୂନ୍ଯ ମୃ ମୃତ୍ୟୁ ଆଭିମୁଖ୍ୟକୁ ସାକାର କରିବା ପାଇଁ ପ୍ରସ୍ତୁତିକୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷତଃ ବଜ୍ରପାତ ଜନିତ ଦୁର୍ଘଟନା ରୁ ରକ୍ଷା ପାଇବା ପାଇଁ ବିଭନ୍ନ ପଦକ୍ଷେପ, ବିଷାକ୍ତ ସାପ କାମୁଡାରେ ତ୍ବରିତ ପଦକ୍ଷେପ, ବନ୍ୟା ସମୟରେ ପୂର୍ବରୁ ଓ ଓ ପରେ ବିଭିନ୍ନ ବିଭାଗୀୟ ପଦକ୍ଷେପ, ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍ୟ, ତହସିଲଦାର, ବି ଡି ଓ, ଆର୍‌ ଏଣ୍ଡ ବି.ଅ ବି.ଆର୍.ଡି, ଶିକ୍ଷା ବିଭାଗର ) କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଦାୟିତ୍ବବାନ ହେବା ବା ସହ କିଭଳି ଧନ ଜନ କୁ ରକ୍ଷା କରିବାରେ ଉଚିତ ପରିଚାଳନା କରିବେ ଓ କର୍ତ୍ତୃପକ୍ଷଙ୍କୁ ତତ୍ କ୍ଷଣାତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କାଯ୍ୟକ୍ର ମରେ ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରଓ୍ବାନ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ବିଶ୍ୱଜିତ ବର୍ମନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧୀକାରୀ ତଥା ନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ, ଯଦୁମଣି ନାୟକ, ସମସ୍ତ ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ, ଗୋଷ୍ଠୀ ଉତ୍ତୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧୁକାରୀ ପୌରାଞ୍ଚଳ ନବରଙ୍ଗପୁର ଡ ଅଶୋକ କୁମାର କଣ୍ଠ, ଉମରକୋଟ ପୌରପାଳିକା ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧୂକାରୀ ଡ ପ୍ରଶାନ୍ତ କୁମାର ସାମଲ, ଜିଲ୍ଲା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧୁକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା କ୍ରୀଡା ଅଧ୍ବକାରୀ ସମୀର ପାତ୍ର, ଜିଲ୍ଲା ଜରୁ ରୁରୀକାଳୀନ ଜୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ପ୍ରକଳ୍ପ ଅଧୁକାରୀ 1 ହିମାଂଶୁ ଶେଖର ପଟ୍ଟନାୟକ, ଏସ ଓ ତିରୁପତି ବାଲାଜୀ ସାହୁ, ଉପଖ ଉପଖଣ୍ଡିୟ ଆରକ୍ଷୀ ଅଧକ୍ଷକ ବିନୋଦ ଲାକ୍ରା, ଅବକାରୀ ଅଧ୍ବକ୍ଷକ ପ୍ରଭାସ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଅଗ୍ନିଶ୍ରମ ଅଧ ଅଧିକାରୀ, ଜିଲ୍ଲା ପଞ୍ଚା ଞ୍ଚାୟତ ଅଧୁକାରୀ ପଦ୍ମନାଭ ତ୍ରିପାଠୀ, ଏ କୁମାର ଏମ୍ ଓ (ପି ଏଚ୍) ଡ. ମଳୟ କୁମା ତ୍ରିପାଠୀ ଏବଂ ଡ ନବ କିଶୋର ବେହେରା, ସିଏସଓଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧୂକାରୀ ଉପସ୍ଥିତ ଥିଲେ । ସେଭଳି ଜିଲ୍ଲାପାଳଙ୍କ କଙ୍କ ଅଧ୍ୟକ୍ଷତାରେ थापा १९.७.१०98 ୨୦୨୫ ତାରିଖ ରେ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବାକୁ ଥ‌ିବା ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧୂକାରୀ ସମୀର ପାତ୍ରଙ୍କ ସୂଚନା ଅନୁସାରେ ୨୧ ତାରିଖ ଦିନ ସକାଳ ୭.୦୦ ଘ ଠାରୁ ୮.୦୦ ଘ ପର୍ଯ୍ୟନ୍ତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ , ସରକାରୀ ଜଣ ଭାଗ ନେବେ । ସହରର ସମସ୍ତ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ନର ସଭ୍ୟ, ସହରର ରର ବୃଦ୍ଧିଜୀବୀ, ଗଣ ମାଧ୍ଯମ ପ୍ରତିନିଧ୍,ଇଛୁକ ଜନ ସାଧାରଣ ଜନ ପ୍ରତିନିଧ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ନୁରୋଧ କରାଯିବ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button