EducationOdisha

ବାଲିମେଳା ମହା ବିଦ୍ୟାଳୟର ନୂତନ ପ୍ରିନ୍ସିପାଲ ହେଲେ ସୁବାସ ଚନ୍ଦ୍ର ମାଝୀ ।

ମାଲକାନଗିରି ୧୯/୦୬: ମାଲକାନଗିରି ଜିଲ୍ଲା ବାଲିମେଳା ସହର ର ନିଲାଦ୍ରିନଗର ଠାରେ ଥିବା ମହା ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀ ସୁବାସ ଚନ୍ଦ୍ର ମାଝୀ ଯୋଗ ଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ସ୍ଥାନରେ ପ୍ରଫେସର ରବିନ୍ଦ୍ରନାଥ ପାତ୍ର ଗତ ମାସ ରେ ନିଜ କାର୍ଯ୍ୟ ଜୀବନ ରୁ ଅବସର ଗ୍ରହଣ କରୁଛନ୍ତି ।ବର୍ତ୍ତମାନ ନୂତନ ଭାବେ ଦାୟିତ୍ଵ ନେଇଥିବା ଶ୍ରୀ ମାଝୀ ବରଗଡ଼ ଜିଲ୍ଲା ଗାଇସିଲଟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟକରୁ ଥିଲେ । ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବା ସମୟରେ ଉକ୍ତ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶୁଭେଚ୍ଛା ପ୍ରଦାନ କରିଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button