
ଜୟପୁର,୧୮/୬ : କୋରାପୁଟ ଜିଲ୍ଲା ଜୟପୁର ରେଲୱେ ମାଲ ଗୋଦାମ ଶ୍ରମିକ ସଙ୍ଘ ତରଫରୁ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I ଦୀର୍ଘ ୧୪ ବର୍ଷ ଧରି ସ୍ଥାୟୀ ନିଯୁକ୍ତି ପାଇଁ ରେଲୱେ ମାଲ ଗୋଦାମ ଶ୍ରମିକ ସଙ୍ଘ ଦାବି କରି ଆସୁଥିଲା । ସ୍ଥାୟୀ ନିଯୁକ୍ତି ନେଇ
ନ୍ୟବାଦ ଭୁବନେଶ୍ୱର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଶ୍ରମିକ ସଙ୍ଘ ଦାବି କରି ଆସୁଥିଲା I ଶେଷରେ ସରକାର ରେଲୱେ ମାଲ ଗୋଦାମ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସ୍ଥାୟୀ ନିଯୁକ୍ତି ପାଇବ ନେଇ ରେଲୱେ ମାଲ ଗୋଦାମ ଶ୍ରମିକ ସଙ୍ଘ ସରକାର ଙ୍କୁ ଧନ୍ୟ ଦେଇଛନ୍ତି I କେନ୍ଦ୍ର ସରକାର ଙ୍କ ଅଧୀନରେ ସରକାରୀ କର୍ମଚାରୀ ରୀ ମାନେ ଯେଉଁ ସବୁ ସୁବିଧାରେ ପାଉଛନ୍ତି I ରେଲୱେ ମାଲ ଗୋଦାମ ଶ୍ରମିକ ମାନେ ସେଇ ଭଳି ସୁବିଧା ପାଇ ପାରିବେ I ଯାହାକୁ ନେଇ ଶ୍ରମକ ମାନଙ୍କ ମଧ୍ଯରେ ଖୁସିର ଲହରୀ ଦେଖା ଦେଇଛନ୍ତି I କେନ୍ଦ୍ର ସ ସରକାର ଙ୍କ ତରଫରୁ ଏକ ଟିମ ଆସି ସବୁ ଯାଞ୍ଜ କରିବ I ବା ଯେପରିକି ଶ୍ରମିକ ମାନଙ୍କୁ ଠିକ ସେ କାର୍ଯ୍ୟ ପ୍ରଦାନ, ଶୌଚାଳୟ, ଗୃହ ଭଳି ଅନେକ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ସୂଚନା ମିଳିଛି ।