
ନୂଆଦିଲ୍ଲୀ,୧୮/୬ : ଇସ୍ରାଏଲ ଭରନ ଯୁଦ୍ଧ ବିଷ୍ଣୁ ବଜାର ଲାଗି ନିବାର କାରଣ ପାଳଟିଛି I ବିଶ୍ବ ତେଲ ଯୋଗାଣରେ
ରୁଟ୍ କୁ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ।
ପୂରେ ନ୍ୟୁଳ ମୁବନ୍ଧକ, ଏହି ପ୍ରସ୍ତାବକୁ ଏବେ ବିଚର କରାଯାଇଥୁବା
ତେଲ ଯୋଗାଣରେ ବେଶ ଗୁରୁତ୍ବ ରଖେ ଏହି ରୁଟ୍
ଇସ୍ଲାମିନ ଗିଲୋଗ୍ଲାସନାରୀ ଗାର୍ଡ ପୋର୍ସ (ଆଇଆର୍ ସି)ର ବରିଷ୍ଠ କମାଣ୍ଡର ସର୍ଦାର ଇସ୍ମାଇଲ ଗୋସ୍ୱରୀ ସ୍ପଷ୍ଟ କରିଛନ୍ତି । ଶତ୍ରୁଙ୍କୁ କବନ୍ଧ ଦେବା ନାଗି ଅମ ହାତ ଖୋଲାରହିଛି। ସାମରିକ କାର୍ଯ୍ୟାନୁଷ୍ଠାନ ଏହାର ଏକ ଅଂଶ I
ପ୍ରମୁଖ ଲୁଟ୍ ଭାବେ ପରିଗଣିତ ୩୩ ନିମି ବିଶିଷ୍ଟ ଷ୍ଟ୍ରେଟ୍ ଅଫ୍ ହୋମୁଁଳକୁ ବଡ କରିବାକୁ ଧମକ ଦେଇଛି କରାନ I ଏହା ହେଲେ ଭାରତ ବଡ଼ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଇଛି। ଇରାନର ସାମରିକ ଏବଂ ଶକ୍ତି ମିଳିଭୂମି ଉପରେ ଇସ୍ରାଏନ ଜଗତରେ ଏସର ଷ୍ଟ୍ରାଇକ୍ କରିବା ପରେ ସରନର ଅନେକ ନିଜର ଏହି
ପୂର୍ବରୁ ଏହି ଲୁଟ୍କୁ ବନ୍ଦ କରିବା ନେଇ ମଧ୍ୟ ସରନ ଧମକ ଦେଇଥିଲା।
ତେବେ ସେଭଳି କିଛି ପ୍ରତିକ୍ରିୟା ଇରାଜ ଭିତରଙ୍କ ପକ୍ଷରୁ ପ୍ରକଶ ପଠନ ଥିଲା। ମାତ୍ର ଏବେ ଯୁଦ୍ଧ ଘନେଇ ବାକୁ କରାନ ହୁଏତ ଏଭଳି କରିପାରେ ବୋଲି ବିଷ୍ଣୁ ବଳରର ଆଶଙ୍କା ବଢ଼ିଛି ।
ଷ୍ଟ୍ରେଟ ଅଫ୍ କୋର୍ମୁଳ ପର୍ସ ଅନ ଗଳ୍ପ ଏବଂ ଆରବ ସାଗରକୁ ଯୋଡ଼ିଥାଏ Iଇରାନ ଏବଂ ଓମାନ ମଧ୍ୟରେ ଏହା ସାମୁଦ୍ରିକ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ରୁଟରେ ସଜଟି ଆରବ, ଇରାଜ, ହୁଏନ୍, ଏକା, ଗଡର ଜଗତ ଭଳି ଦେଶଗୁଡ଼ିକରୁ ଅଶୋଧୀତ ତେଲ ଏବଂ ଏଲୋନ୍ ପରିବହନ କରାଯାଇଥାଏ ।
ଏନ ଏଜେନ୍ତି କିପୋର୍ଟ ମୁତଛକ, ଏହି ରୁଟ୍ ବଡ ଦେଇଗଲେ ବିଶ୍ଵର ୨୫% ତେଲ ଯୋଗାଣ ଠପ୍ ହେବ । କାରଣ ମ୍ପ୍ୟୁଟ ଅଫ୍ ହୋର୍ମୁଳ ହେଉଛି ଗଛ ଦେଶଗୁଡ଼ିକରୁ ତେଲ ଗହାରକୁ ଯିବା ନାଲି ଦୂର । ଏହି ଲୁଟ୍ କିଛି ଦିନ ବନ୍ଦ ହେଲେ ମଧ୍ୟ ସାରା ବିଶ୍ଵର ତୈଳ ଏବଂ ଗ୍ୟାସ୍ କ୍ଷେତ୍ରକୁ ଗଭୀର ଝଟ୍କା
ଆମେରିକାର ଜନଫର୍ମେଶନ ଆଜ୍ମିନିଷ୍ଟ୍ରେଶନ ମୁତାବଳ, ଏହି ରାସ୍ତା ଦେଇ ଭରତ, ଚୀନ, ଜାପP, ଦକ୍ଷିଣ ଚୋରିଆ ଭଳି ଦେଶଗୁଡ଼ିକର ୬୭% ତେଲ ଯୋଗାଣ ହୋଇଥାଏ I ଭାରତ ଏହାର ୮୫% ତେକ ଆମଦନି ଦ୍ବାରା ପୂରଣ କରିଥାଏ I ଗ୍ରେଟ ଅଫ୍ ହୋର୍ମୁଳ ଦେଇ ୪୦% ତେଲ ମଧ୍ୟପୂଜ୍ୟ ଦେଶଗୁ ଡ଼ିନରୁ ଆସିଥାଏ । ତେଣୁ ଏହି ଲୁଟ୍ ଭାରତ ଜାଗି ବେଶ୍ ଗୁରୁତ୍ବ ବହନ କରୁଛି I