
କଟକ,୧୮/୬ : ବଡ଼ ବଡ଼ ପାଣି ଜାର୍ । କିଛି ଜାର ପାଣିଙ୍କୁ ଥଣ୍ଡା ରଖୁଥିଲା ଆଉ କିଛି ଲୋକଙ୍କ ବିଶ୍ଵାସ ନିତ୍ବ ଥିଲା । ବିଶୁଦ୍ଧ ପାଣି କହି ଲୋକଙ୍କୁ ବିକ୍ରି କରୁଥିଲେ । ବୋକାନ ବଳାରରୁ ନେଇ ବାହାଘର ଭୋଳିରେ ନେଇ ପହଞ୍ଚାଇ ଦେଉଥିଲେ । କଟକ ସହରର ଅନେକ ସ୍ଥାନକୁ ପିଇବା ପାଣି ଯୋଗାଇ ଆସୁଥିଲେ । କିନ୍ତୁ ବିଶୁଦ୍ଧ ପାଣି କହୁଥିବା ଜାରରେ ଆସୁଥିଲା ଟ୍ୟାପ୍ ଓ ଟାଳି ପାଣି । ଏହାକୁ ଡିଗ୍ରି କରି ଭଲ ମୁନାପୀ କମ୍ପଇଥିଲେ ବ୍ୟବସରୀ
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ଶଙ୍କରପୁର ଅଞ୍ଚଳରେ ଥିବା ପଣି କମ୍ପଳିରେ । ଏହାକୁ ଆଳି ସିଏମ୍ସି ଖସ୍ଥା ବିଭାଗ ପକ୍ଷରୁ ଚଢ଼େଇ କରାଯାଇ ସିଲ୍ କରାଯାଇଛି । କମ୍ପଳି ସିଲ୍ କରିବା ସହିତ ଶବ୍ଦ ଶବ୍ଦ ସଂଖ୍ୟକ ପଣି କାରକୁ ନିଜ ହେପାଳତକୁ ନେଇଛନ୍ତି ସର୍ତ୍ତୃପକ୍ଷ । ଫଳରେ କଟକ ସହରରେ ବିଶୁଦ୍ଧ ପାଣି ଅଳରେ ନଛରେ ବିକ୍ରି ହେଉଥିବା ଏକ ପ୍ରଚାର ସ୍ପଷ୍ଟ ହୋଇଛି।
କଟକ ସହରରେ ଦିନକୁ ଦିନ ପାଣି ବ୍ୟବସାୟ ବଢ଼ିବାରେ ଲାଗିଛି । ପାଣି ବୋତଲକୁ ବଜ୍ ଦେଲେ ସହର ଯକ ପାଣି ନାଲରେ ପିଇବା ପାଣି ବ୍ୟବସାୟ ବଢ଼ିଛି । ଏହି ବ୍ୟବସାୟରେ ୧୦ରୁ ୨୦ ଲିଟର ବିଶିଷ୍ଟ ପଣି କାର୍ରେ ପାଣି ଦିଆଯାଇଛି । ଥଣ୍ଡା ପାଣି ପାଇଁ ଏକ ସ୍ବତନ୍ତ୍ର ନାର୍
ରହିଛି । ଏହାକୁ ଦୋଳାନରୁ ନେଇ ଲୋକମାନେ ଅଫିସ୍ ଓ ବାହାଘର ଗୋଳି ଏବଂ ବିଭିନ୍ନ ସମାଳିକ କାର୍ଯ୍ୟକ୍ରମ ପାଇଁ ଅର୍ଡର ବରୁଛନ୍ତି । ଜାଲ୍ ପିନ୍ଧ୍ୟ ମୋଗ ଅଳର ଟଙ୍କା ଚେଉଛତି ବ୍ୟବସାୟୀ। ତେବେ ଏହି ପାଣିକୁ ବିଶୁଦ୍ଧ ଜହି କାର୍ ପିଛା ଦୈନିକ ୫୦ ଟଙ୍କା ନେଉଛନ୍ତି । କିନ୍ତୁ ବିଶୁଦ୍ଧ ପାଣି କୁହାଯାଉଥିବାବେଳେ ଏହାର ଏକ ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଉଇଗିଆ ଭଳି ରୋଗକୁ ନେଇ ପ୍ରଶାସନ ସଚେତନ କରାଉଥିଲେ ମଧ୍ୟ ବ୍ୟବସାୟୀମାନେ
ଟଙ୍କା ରୋଜଗାର ପାଇଁ ପାଣି ନାଁରେ ନଜର ଚିଜୁଛନ୍ତି। ଶଙ୍କରପୁର ବାସ ସହି ଓ ଉପର ସାଢିରେ ଥିବା ଦୁଇ କମ୍ପତି ଉପରେ ଆଜି ସିଏମ୍ସି ଗଙ୍ଗାସ୍ଥ୍ୟ ବିଭାଗ ଚଡ଼ର କରିଥିଲା।
ପାଣିର ମନ ଗୋଟିଏ ଅପରିଷ୍କାର ଥିଲାବେଳେ ଟ୍ୟାପ୍ ଓ ଟାଳି ପାଣିକୁ ଥଣ୍ଡା କରି ଚିଛି କରୁଥିଲେ। ଆଓ ଫିଲ୍ମର ବବଳରେ ସାଧାରଣ ପାଣିକୁ କିଛି କରଯାଇଥିଲା । ସବୁଠୁ ବଡ଼ କଥା ହେଉଛି ଯେ, ଦୁଇ ତିନି ବର୍ଷ ହେଲା ଏହି କମ୍ପଳି ଚାଲିଥିଲା କିନ୍ତୁ ଏ ଡେଇ
ଶଙ୍କରପୁରର ୦ ୨ଟି କମ୍ପାନି ସିଲ୍ କଲା ସିଏମ୍ସି
୩ ବର୍ଷ ହେଲା ବିନା ୦ ଲାଇସେନ୍ସରେ ଚାଲିଥିଲା ବେପାର
କୌଣସି ଖଚର ସିଏମ୍ସି ପାଖରେ ନ ଥିଲା । ଆଳି ଚଡ଼ର କରି କମ୍ପାନି ସିଲ୍ ସହିତ ଶଗଧିକ ସଂଖ୍ୟାର ପଣି ଜଳତ ହେଉଛି । ଏଭଳି ସହରରେ ଅନେକ ସ୍ଥାନରେ ପାଣି ବ୍ୟବସୟ ହେଉଥିଲାବେଳେ ଏ ଦିଗରେ ଆଗକୁ ଯାଞ୍ଚ କରାଯିବ ବୋଲି ସିଏମ୍ସି ସସ୍ଥ୍ୟ ଅଧିକାରୀ ତା. ସତ୍ୟବ୍ରତ ମହାପାତ୍ର ଓ ଖଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ସୂଚନା ଦେଇଛନ୍ତି ।