BusinessOdishaPolitics

ଅସୁରକ୍ଷିତ କଣ୍ଟାବାଞ୍ଜି ରେଳ ଷ୍ଟେସନ

ତୁରେକେଲା, ୧୮/୬ : କଣ୍ଟାବାଞ୍ଜି ରେଳ ଷ୍ଟେସନ ଜିଆରପି ଆଉଟ୍ ପୋଷ୍ଟର ଅବସ୍ଥା ଦୟନୀୟ । ଜରାଜୀର୍ଣ୍ଣ ଅବସ୍ଥାରେ ସ୍ଥା ରେ ଚାଲିଛି ଫାଣ୍ଡି। କଣ୍ଟାବାଞ୍ଜିରେ ରେଳ ଚଳାଚଳ ଜରା ରାଜୀର୍ଣ୍ଣ ଜିଆରପି ଆଉଟ୍ ପୋଷ୍ଟ

ସୁବିଧା ଥୂ ଥିବାରୁ ଦୂର ଦୂରାନ୍ତରୁ ଯାତ୍ରୀ ରାତି ଦିନ ଯିବା ଆସିବା କରନ୍ତି। ଯାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ ରାଜ୍ୟ ସରକାର ଡିଣ୍ଡିମ ଣ୍ଡିମ ପିଟୁଛନ୍ତି। କିନ୍ତୁ କଣ୍ଟାବାଞ୍ଜି ଜିଆରପି ଆଉଟ୍ ପୋଷ୍ଟ ଅବହେଳିତ। ତ। ପ୍ରତିଦିନ ଚୋରି, ମାଡପିଟ ପିଟ, ଡକାୟତି ଭଳି ସଙ୍ଗୀନ ଅ ଅପରାଧ ବଢ଼ିବାରେ ଲାଗିଛି । ଅନେକ ସମୟରେ ଖଣ୍ଡା, ଧାରୁଆ ଅସ୍ତ୍ର । ଏହାର ଶିକାର ହେଉଛନ୍ତି ନିରୀହ ଯାତ୍ରୀ। ମୋବାଇଲ୍ ଚୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। । ନାହିଁ ନାହିଁ ନାହିଁରେ ଚାଲିଛି ଆଉଟ୍ ଉଟ୍ ପୋଷ୍ଟ। ସ୍ଥାନୀୟ ପୁଲିସ ଥାନା କିମ୍| ରେଲୱେ ବୁଲୁଛି

ପୁଲିସ( ଆରପିଏଫ୍) କୌଣସି ମତେ ସହଯୋଗ କରୁ ନଥୁବା ମନେ ହେଉଛି । ବର୍ଷ ତମାମ ଶତାଧିକ ଅପରାଧ ମାମଲା ରୁ

ହେଉଥ‌ିବା ବେଳେ ଟିଟି ଟିଟିଲାଗଡ଼ ଜିଆରପି ଥାନାରେ ମାମଲାର ବିଚାର ଓ କାର୍ଯ୍ୟନୁଷ୍ଠାନ ହେଉଛି। ଆଉଟ୍ ପୋଷ୍ଟରେ ଆଠ ଜଣ କର୍ମଚାରୀଙ୍କ ଆବଶ୍ୟକ‌ତା ତତା ଥିବା ବା ବେଳେ ମାତ୍ର 1/୪ଜଣ କାର୍ଯ୍ୟରତ ଅଛନ୍ତି। କର୍ମଚାରୀ ଅଭାବରୁ ବିଶାଳ ପରିସୀମା ଭିତରେ ଆଉଟ୍ ପୋଷ୍ଟ କାର୍ଯ୍ୟ ପ୍ରଭାବିତ ହେଉଛି। କ ଣ୍ଟାବାଞ୍ଜି ଆଉଟ୍‌ପୋଷ୍ଟର ଅବହେଳିତ ଅବସ୍ଥା ଅସନ୍ତୋଷର କାରଣ ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button