ଗଛ କଟାଯାଇଥିବା ସ୍ଥାନରେ ପୁନଃ ଜଙ୍ଗଲ ସୃଷ୍ଟି ପାଇଁ ଫରେଷ୍ଟରଙ୍କୁ ଘେରିଲେ ଗ୍ରାମବାସୀ

ରାଇଘର,18/6 ଜଙ୍ଗଲ କେମିତି ସୁରକ୍ଷିତ ରହିବ । କଟା ବନ୍ଦ ହେବ ସହ ଜଙ୍ଗଲ କାଟି ତିଆରି ହୋଇଥିବା ଚାଷ ଜମିକୁ କିପରି କୌଣସି ଟ୍ରାକ୍ଟର ଚାଷ ପାଇଁ ଯାଇପାରିବନି । କଟାଯାଇଥିବା ଜଙ୍ଗଲରେ ପୁନର୍ବାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବା ନେଇ ଫରେଷ୍ଟର ହରିହର ବ୍ରହ୍ମାଙ୍କୁ ଘେରିଥିଲେ କୁନ୍ଦେଇ ଗ୍ରାମବାସୀ । ପ୍ରାୟ ଘଣ୍ଟାଏ କାଳ ଟ୍ୟୁସନ କରିଥିଲେ ଫରେଷ୍ଟରଙ୍କୁ । ପ୍ରତି ଗ୍ରାମରେ ଡାକବାଜି ଯନ୍ତ୍ରରେ କେହି ଜଙ୍ଗଲ ମଧ୍ୟରେ ମକା ଚାଷ ନ କରିବାକୁ ପ୍ରଚାର କରିବାକୁ କହିଥିଲେ ଗ୍ରାମବାସୀ । । ବନବି ଭାଗ ଗର କିଛି କର୍ମ ଚାରୀଙ୍କ ସହ ସହଯୋଗ ଗରେ କିଛି ରାଜନୈତିକ ଲୋକ ତଥା ଅସା ଅସାଧୁ ବ୍ଯକ୍ତି ଏପରି ଜଙ୍ଗଲ କାଟୁ ଥି ବା ଗ୍ରାମବାସୀ ଅଭିଯୋଗ ଆଣିଥିଲେ 1 ଫରେଷ୍ଟର ସ୍ଫୁରଙ୍କ ସହ କିଛି ସମୟ ଧରି ତର୍ନ ପଧ୍ଯ ହୋଇଥିଲା । ଶେଷରେ ଫରେଷ୍ଟର ଷ୍ଟର ଗ୍ରାମବାସୀଙ୍କ କଥାରେ ରାଜି ଠାଇଥିଲେ ରଥିଲେ । ଏହି ସବୁ କାମରେ ଗ୍ରାମବାସୀ ପୂର୍ଣ ସହଯୋଗ କରିବେ ।
କୁ ଦେଇ ଇ ଗ୍ରାମର ମର ଜି ମେସ ସିଂ ରାଜପୁତ, ଲୋକେଶ୍ଵର ସିଂ ରାଜପୁତ, କୀଟୁ ସାହୁ, ଭାନୁ କେଉଟ, ଗୋପୀ କେଉଟ, ପ୍ର ପ୍ରଫୁଲ ସିଂ, ଲୋକେଶ ସାହୁ, ଶେଖର ରାଜପୁତ, ତ, ମୁକେଶ ସିଂ, i°, ଲଳିତ ଶର୍ମା, ସେବତ ତୀ ଭଣ୍ଡାରୀ, ଶାନ୍ତି ଭଣ୍ଡାରୀ, ଶକ୍ତି ବାଇ ଇ ରାଜପୁତ, ଦେବବ ଦବକୀ ବାଇ ମହି ଳା ଏବଂ ରାଜପୁ ରାଜପୁତ ପ୍ରମୁଖ ପୁ ରୁ ରୁ ଷ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ବର୍ତ ମାନ ବାଗରମ ଜଙ୍ଗଲ, ହାତୀ ପୋଖରା ଜଙ୍ଗଲ, କୋକଟା ମୁହାଁ ଜଙ୍ଗଲ, ଝୁଲନ ବେ ବୋର ଜଙ୍ଗଲରେ କୁ ଦେଇ ଖୋଲୋଲି, ଭୁରକାମହୁ ଲି, ସମଲପୁର, କିଛି ଲପୁର, କଣ୍ଡେତୋରା ଗ୍ରାମର ଛି ରାଜନୈତିକ ଲୋକ ଏବଂ ଅସାଧୁ ଧୁ ଲୋକେ ମିଶି ଜଙ୍ଗଲ ଜ ନଷ୍ଟ କରି ବା ସହ ସରକାରଙ୍କ ଦ୍ବାରା ହୋଇଥୁବା ନର୍ସରୀରେ ମଧ୍ୟ ମକାଚାଷ କରୁଥିବା ଅଭି ଯୋଗ ଆଣିଥିଲେ । ଏହି ସବୁ ବନବିଭାଗ କର୍ମଚା ଚାରୀଙ୍କ ସହଯୋଗରେ ହେବାସହ ବନବିଭ ବିଭାଗର ସମ୍ପୂର୍ଣ ଅବହେଳା ବୋଲି ଗ୍ରାମବା କହିବା ସହ ଶୀଘ୍ର ବୃକ୍ଷ ରୋପଣ