Health

ଡାଇରିଆ ନିୟନ୍ତ୍ରଣରେ ପ୍ରଶାସନର ପଦକ୍ଷେପ

ଯାଜପୁର – ତା 18-06-2025 ଯାଜପୁର ଜିଲ୍ଲାପାଳ ପି. ନେର ଅନ୍ୱେଷା ରେଡ୍ଡୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନେ ଜିଲ୍ଲାର ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ସରକାରୀ ୱାଟର ବେସରକାରୀ ଟିଉବୱେଲ,କୂପ, ପାଇପ ୱା ଗୁଡ଼ିକୁ କେ ମାନେ ଦିଆଯାଇଛି। ସେମାନେ ହଟସ୍ପଟ ଅଞ୍ଚଳ ଏବଂ ବିଶୋଧନ କରାଯାଉଅଛି।H2S କିଟ୍ ମାଧ୍ୟମେ ପାନୀୟ ଜଳ କୁ ପରୀକ୍ଷା କରିବାକୁ କେଶ ବାହାରିବାର ତଥ୍ୟ ସପ୍ଲାଏ ମେର ଏମ. 6. ନିର୍ଦ୍ଦେଶ ଯେଉଁଠାରେ ପାଇପ୍ ଏବ ଆସୁଛି ଏବଂ ୱାଟର ରେ ଏବଂ ବ୍ୟାସନଗର ପୌ ଡାଇରିଆ ସପ୍ଲାଏ ଉପ ଉପେଭାକ୍ତା ପ୍ରାନ୍ତର କରୁଛନ୍ତି ପୌରାଞ୍ଚଳ ଓ ଯାଜପୁର ଟାଉନ ପୌରାଞ୍ଚଳରେ ପାନୀୟ ଜଳ ପରୀକ୍ଷା ଛନ୍ତି। ନଦୀ କୂଳରୁ 100 ମିଟର ଦୂରତା ମଧ୍ୟରେ ଥିବା ନଳକୂପ, କୂପ ଓ ପାଇପ୍ ୱାଟର ସପ୍ଲାଏ ଟାଙ୍କୀ ଗୁଡ଼ିକର ପାଣି H2S କିଟ୍ ମାଧ୍ୟମରେ ପରୀକ୍ଷା କରାଯାଉଅଛି କ୍ଲୋରିନ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button