DIstrictHealthOdisha

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାରେ ୧୦ ଗିରଫ

ବ୍ରହ୍ମପୁର, 18/06 :ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାର ଜଣେ ଛାତ୍ରୀଙ୍କୁ ଗତକାଲି ରାତିରେ ଗୋପାଳପୁର ବେଳାଭୂମିରେ ୧୦ରୁ ଉର୍ଦ୍ଧ୍ଵ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଦଶ ଜଣଙ୍କ ବିରୋଧରେ ୭୦(୧)/१९७ / ११४९(११)/१९०(१)

ଦୁଇଜଣଙ୍କୁ ଧରି ପଚରାଉଚରା କରି ଥିଲେ । ଉକ୍ତ ଜେରାରେ ଧରାପଡିଥିବା ଦୁଇ ଜଣ ଯୁବକଙ୍କ ସମେତ ୧୦ ଜଣ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ବୟାନ ଦେଇଥିବା ଏବଂ ସମସ୍ତେ ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳ ବୋଲି ଜାଣିବା

ଅନୁଯାୟୀ ମାମଲା ରୁଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ଡ.ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଘଟଣା ଦିନ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିବା ଏବଂ ଉଭୟେ ବେଳାଭୂମିରେ ନିର୍ଜନ ସ୍ଥାନ ତଥା ପାନ୍ଥନିବାସ ପଛପଟେ ବସି ଗପ କରୁଥିଲେ । ସନ୍ଧ୍ୟା ୭ ଟା ବେଳେ ହଠାତ ୧୦ ଜଣ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଉକ୍ତ ସମୟରେ ଉଭୟେ ପ୍ରତିବାଦ କରିବାରୁ କିଛି ଯୁବକ ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ କାବୁ କରି ଧମକଚମକ ଦେଇ ଅଟକ

,ରଖୁଥ‌ିଲେ । ଅନ୍ୟ ଯୁବକମାନେ ଅନ୍ଧାରିଆ ସ୍ଥାନକୁ ଯୁବତୀଙ୍କୁ ନେଇ ଜଣକ ପରେ ,ଜଣକ

ହିଞ୍ଜିଳିକାଟୁ ଓ ଅନ୍ୟାନ୍ୟ ଅଞ୍ଚଳରେ ଖୋଜାଖୋଜି କରି ଆଉ ୫ ଜଣ ଅଭି ଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ପରେ ରାତିରେ ବ୍ରହ୍ମପୁର ଏସ୍ ଡ.ଶ୍ରବଣା ବିବେକ ଏମ୍, ବ୍ରହ୍ମପୁର ସଦର ଏସ୍‌ ଡି ପି ଓ ଶୁଭ୍ରାଂଶୁ ଶେଖର ପରିଡା, ଅତିରିକ୍ତ ଏସ୍‌ପି ସୀମା ସ୍ଵାଇଁ ପ୍ରମୁଖ ପହଞ୍ଚୁ ପିଡୀତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲେ

ଗିରଫ ଅଭିଯୁକ୍ତ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହିଉଣ୍ଡତା ଗ୍ରାମର (୨୩) ପ୍ରମୋଦ ନାୟକ,ହିଞ୍ଜିଳି ଥାନା ଅନ୍ତର୍ଗତ ବୋରୁ ପଡ଼ା ଗ୍ରାମର (୧୯ ) ବୌରାମ ଦଳେଇ ଏବଂ (୧୯) ଲକ୍ଷମଣ ପ୍ରଧାନ, ସିକିରି ଗ୍ରାମର

ସମସ୍ତ ପାଞ୍ଚ ଜଣ ଯୁବକ (୧୯) ଓମ୍ ପ୍ରଧାନ, (୧୯) ଦୀପକ ତରାଇ ଏବଂ (୧୭ ) ବର୍ଷ ବୟସର

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button