
ପୋଲସରା, ୧୭/୬ : ପୋଲସରା ବ୍ଲକର ହାତୀଓଟ ମନ୍ଦାର ଓ ରୁମାଗଡ ପରି ତିନି ପଞ୍ଚାୟତ ।ୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ I ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ ନିର୍ଦ୍ଦେ ନିର୍ଦ୍ଦେଶକ୍ରମେ ତିନି ପଞ୍ଚାୟତରେ ବିକାଶ ବାହନ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ ହୋଇଯାଇଛି I ହାତୀଓଟ ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ମନ୍ଦାର ସରପଞ୍ଚ ସୁନୀତା ଜେନା ଓ ରୁମାଗଡ 1ଗଡ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବିଷେ ଷୋୟୀ ଯୋଗଦାନ ପୂର୍ବକ ପତକା କା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ |ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିକାଶ ବାହନ ରଥ ତି ନି
ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଭିଡିଓ ମାଧ୍ୟମରେ ବାହନ ନ ଘଣ୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ଭା ପ୍ରଦାନ କରିଥିଲେ I ବିକାଶ ରଥକୁ ତିନି ପଞ୍ଚାୟତର ରେ ପାରମ୍ପରିକ ପୂର୍ଣ୍ଣ କୁମ୍ଭ ସ୍ଥାପନ ମୃଦଙ୍ଗ ଓ ହୁଳ ହୁଳି ଦେଇ
ପଞ୍ଚାୟତର ମହିଳା ମାନେ ଭବ୍ୟ ସ୍ଵାଗତ କରିଥିଲେ Iତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଙ୍କୁ ଅତିଥ୍ ମାନଙ୍କ ଦ୍ଵାରା ଭତ୍ତା, ଆୟୁଷ୍ମାନ କାର୍ଡ, ରାସନ କାର୍ଡ, ଅନ୍ତଦେୟ କାର୍ଡ, ଲେବର କାର୍ଡ, ପ୍ରଧାନମନ୍ତ୍ରୀ ଆବ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ও ( ମୁଖ୍ୟମନ୍ତ୍ର ଖ୍ୟମନ୍ତ୍ରୀ କୃଷକ କାର୍ଡ,ବୟବୃଦ୍ଧ
ସ୍ଵାସ୍ଥ୍ୟ କାର୍ଡ, ପଟା ବଣ୍ଟନ କରାଯାଇଥିଲା I ଆଇନଜୀବୀ ସୁଶାନ୍ତ ସାହୁ,ବନପାଳ ମୁନା ଦାସ,ପିଇଓ ବିରୁପାକ୍ଷ୍ ଡାକୁଆ, ବିକାଶ ବାହନ ରଥର କୋଡି ନେଟର ସଞ୍ଜୟ କୁମାର ଗୌଡ଼, କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ, ମିଶନ ଶକ୍ତି ବିପିସି ନିଳାଞ୍ଚଳ ସାହୁ, ସମିତି ସଭ୍ୟା ସୁଜତା ନାୟକ, ମଣ୍ଡଳ ସଭାପତି ର ଘୁନାଥ ପଣ୍ଡା, ଯୋଗାଣ ଅଧିକାରୀ ସନ୍ଦିପ କୁମାର ବେହେରା, ବିଏସଏଫ ଗଙ୍ଗାଧର ମିଶ୍ର, ଜିପିଡିଓ ଅସିମା ବେହେରା, ରାଜସ୍ୱ ପରିଦର୍ଶକ ଜନକ ଦାସ,ପିଇଓ ନି ର ଞ୍ଜନ ସେଠୀ, ଏଡି ଇଓ ଉମାଶଙ୍କର ଆଚାର୍ଯ୍ୟ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରସାନ୍ତ କୁମାର ସାହୁ, ପିଇଓ