BusinessHealth

ରାଜଧାନୀରେ ବିଷାକ୍ତ ମଦ ପିଇ ଦୁଇ ମୃତ! ଦୋକାନ ସିଲ୍

ଭୁବନେଶ୍ୱର, ୧୭/୬ : ଓଡ଼ିଶାର ଉପାନ୍ତ ଅଞ୍ଚଳରେ ମଦମୃତ୍ୟୁ ମାମଲା ନଜିର ରହିଥ‌ିବା ବେଳେ ଏବେ ଖୋଦ୍ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି । ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥ‌ିବା ଅଭି ଅଭିଯୋଗ ହୋଇଛି I ଇଛି I ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁ ର କାରଣ

ବିଷାକ୍ତ ବୋଲି କୁହାଯାଉଛି। ବିଷାକ୍ତ ମଦ 62 ଉ ବା ଅ ପ ମି ଶ୍ରି ତ ମଦ ฉิด ଆଦିବାସୀ ଅଧୁଷିତ ତଥା ଦୁର୍ଗମ ଅଞ୍ଚଳରେ ମୃତ୍ୟୁ ହେବା ସାଧାରଣ ଘଟଣା। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଦେଶୀ ମଦଦୋକାନର ମଦ ଜୀବନ ନେଉଛି ଜାଣିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକାଶ ପାଇବା ସ୍ଵାଭାବିକ । ଯଦି ଘଟଣା ସତ, ତା’ହେଲେ ବଡ଼ ସାଂଘାତିକ ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି।

ଏହି ଘଟଣା ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି I କଟକ –ପୁରୀ ରୋଡର ଷ୍ଟେସନବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଦେଇଛି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button