HealthOdisha

ସ୍ବାସ୍ଥ୍ୟ ବିଭାଗ କମିଶିନର ଙ୍କ ଯାଜପୁର ଗ୍ରସ୍ତ ଓ ସ୍ବାସ୍ଥ୍ୟ ସମୀକ୍ଷ।

ଯ।ଯପୁର, ତା ୧୬.୦୬.୨୦୨୫ :ସ୍ବାସ୍ଥ୍ୟ ବିଭାଗ କମିଶନର ଶାସନ ସଚିବ ଶ୍ରୀମତୀ । ଏସ ଏବଂ ସ୍ବାସ୍ଥ୍ୟ ବିଭାଗର ସଚିବ ଡ଼ା. ବିଜୟ କୁମାର ଘାତ୍ର ଯାଜପୁର ଜିଲ୍ଲାର ଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟ ଗସ୍ତକରି 19 এの。 କାର ପରିସ୍ଥିତି କିପରି ଅଛି କରିଥିଲେ । ଏହି ରେ ରେ ଝାଡାବାନ୍ତି ତଥା ହ ଇଜିଆରେ ଆକ୍ରାନ୍ତ ଥ‌ିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାକୁରଙ୍କ ସହ ଆଲୋଚନା କରିଥିଲେ। 19 ସମ୍ମିଳନୀ କକ୍ଷରେ ପରିସ୍ଥିତି ସମୀକ୍ଷା କରିବା ପରେ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଶ୍ରୀମତୀ ଆଶ୍ବą ଲେ ବର୍ତ୍ତମାନ ସୁଦ୍ଧା ୨୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। କାଲି ଏବଂ ଆଜି ମଧ୍ୟ ନୂଆ ରୋଗୀ ଆଡ଼ନି ଛନ୍ତି । ଡାକ୍ତରଙ୍କ ବିନା ଅନୁମତିରେ କୌଣସି ରୋଗୀ ଡାକ୍ତରଖାନା ନ ଛାଡ଼ିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥା ଲଙ୍କ ବିନା ଅନୁମତିରେ ଡିସଚାର୍ଜ ହୋଇ ଯିବା ଦ୍ବାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିବା ସହିତ ରୋଗୀର ପର୍ସି ି ଖରାପ ହେବାର ସମ୍ଭାବନା ମଧ୍ଯ ରହୁଛି ବୋଲି ଅବଗତ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ କେତେ ବିଜେ ଇନ୍ସେକ୍ସନ୍) କରାଯାଇଛି ଏହାର ମଧ୍ୟ ଆଜି ସମୀକ୍ଷା କରାଗଲା। ନୂଆ ସଂକ୍ରମିତ ଚିହ୍ନଟର କାରଣ କଣ ରହୁଛି

ପାଇଁ କେନ୍ଦ୍ରୀୟ ଟିମ, ମେଡିକାଲ କଲେଜ୍‌ ତରଫରୁ କମ୍ୟୁନିଟି ମେଡିକାଲ ଟିମ୍, ରାଜ୍ୟସ୍ତରୀୟ ଆର.ବି.ଏସ.

ପରିଦର୍ଶନ କରି ତଦାରଖ କରିବା ସହିତ ବିଶୋଧନ (ଡିସଇନ୍ସେକ୍ସନ୍) ସମ୍ବନ୍ଧରେ ମଧ୍ଯ ତଦାରଖ କରୁଛନ୍ତି । ସମଗ୍ର ୩

ରେ ଆଜି ଠାରୁ “ଷ୍ଟେପ ଡାଇରିଆ” ଅଭିଯାନ ମଧ୍ଯ ଆରମ୍ଭ କରାଯାଉଛି। ଏହି ଅଭିଯାନ ମାଧ୍ଯମରେ ଲୋକଙ୍କୁ – ୟ ପରାମର୍ଶ ଦିଆଯିବା ସହିତ ଜନସଚେତନତା ସୃଷ୍ଟି କରାଯିବ । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥୁବା ସୂଚନା ଅନୁଳ ରାତି ୧୧ ଟା ସୁଦ୍ଧା ୨୪୪ ଜଣ ଚିକିତ୍ସିତ ହେଉଥିଲେ। ନୂତନ ଭାବେ ଆଜି ୨୨୧ ଜଣ ଆଡମିଟ ହୋଇଥିବା ବେଳେ – ରେଫର କରାଯାଇଛି, ୧୮୫ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୨୫୬ ଜଣ ବିଭିନ୍ନ ଡାକ୍ତରଖାନା ଓ ଳୟ ରେ ଚିକିତ୍ସିତ ହେଉଛନ୍ତି।ଏହି ସମୀକ୍ଷା ବୈଠକରେ

ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକି ସ୍ଥ୍ୟ ଅଧୂକାରୀ, ଭେଷଜ ମହାବିଦ୍ୟାଳୟ ର ଡିନ ତଥା ଅଧ୍ଯକ୍ଷ, ମେଡିକାଲ କଲେଜ ସୁପରିଣ୍ଟେଡେଣ୍ଟ, ସ୍ବାସ୍ଥ୍ୟ ବି ରୀ ମାନେ ଉପସ୍ଥିତ ଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button