HealthPoliticsRayagada

ଦୁଇ ହିତାଧୁକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି

କଲ୍ୟାଣ ସିଂହପୁର, ୧୬/୬: ରାୟଗଡା ଜିଲ୍ଲା କଲ୍ୟାଣସି ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖ ତରଫରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ବୀମା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ ବ୍ୟାଙ୍କ ବିଶ୍ଵ ର ଞ୍ଜନ ଅଧ୍ଯକ୍ଷତାରେ ଶାଖା ପରିଚାଳକ ମହାପାତ୍ର ଙ୍କ ଅନୁ ଷ୍ଠି ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୌତମ ଗୌତମ ବାଳି ବାର୍ଲି, ସ୍ଥାନୀୟ ସମ୍ମାନୀୟ ଅତିଥ୍ ଭାବେ ବ୍ୟାଙ୍କର କ୍ଷେତ୍ର ପରିଚାଳକ ପ୍ରିୟ ରଞ୍ଜନ ପାଣିଗ୍ରାହୀ, କ୍ୟାସି ୟର ବ୍ରଜ ବିହାରୀ ଚିନ୍ନାରା, ସଞ୍ଜୟ କୁମାର ଗାଁର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ସିଙ୍ଗାରି ପଞ୍ଚୟତ ପ୍ରଧାନୀ ମୃତ ହରିଶ୍ଚନ୍ଦ୍ର ନାୟକଙ୍କ ଭାଇ କମଳ ଲୋଚନ ନାୟକଙ୍କୁ ବ୍ୟାଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଚେକ ପ୍ରଧାନ କରାଯାଇଛି । ହରିଶ୍ଚନ୍ଦ୍ର ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ୪୩୬ ଟଙ୍କା ଜମ କରିଆସୁଥିଲେ ଶିକରପାଇ ପଞ୍ଚାୟତର ସାଜା ଗ୍ରାମର ମୃତ ମିଣିଆକା ଯୋଗେଶଙ୍କ ଶଙ୍କ ପତ୍ନି ମିଣିଆକା ଜୟନ୍ତୀଙ୍କୁ ୨ଲ ଟଙ୍କାର ଚେକ୍ ପ୍ରଦାନ କରାଯାଇ । ସେ ମଧ୍ୟ ୪୩୬ ଟଙ୍କା ବୀ ରାଶି ବ ନ୍ଧି ଆସୁଥିଲେ । ତାଙ୍କ ବାଇକ୍ ଦୁର୍ଘଟଣାରେ ମୃ ହୋଇଥିଲା । ପ୍ରଧାନମନ୍ତ୍ରୀ ସୁର ବୀମା ଯୋଜନାରେ ବର୍ଷକୁ ମା ୨୦ ଟଙ୍କା (ଦୁର୍ଘଟଣା ଜନି ମୃତ୍ୟୁ) ଓ ପ୍ରଧାନମନ୍ତ୍ରୀ ଜୀବ ଜ୍ୟୋତି ବୀମା ଯୋଜନ (ଯେକୌଣସି ପ୍ରକାର ମୃତ୍ୟୁ) ବର୍ଷକୁ ୪୩୬ ଟଙ୍କା ଜମ କରିବା ହେବ ଶାଖା ପରିଚାଳକ ବିଶ୍ଵରଞ୍ଜନ ଗ୍ରାହକମାନଙ୍କୁ ବୀ ସୁବିଧା ସଂପର୍କରେ ବୁଝାଇଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button