EducationHealthOdisha

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ପରାମର୍ଶ କର୍ମଶାଳା ବୁଦ୍ଧିଜୀବୀଙ୍କଠାରୁ ପ୍ରସ୍ତାବ ଗ୍ରହଣ କଲେ ମନ୍ତ୍ରୀ

ନବରଙ୍ଗପୁର,୧୫୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ଭିଜନ 9019 G 9૦૪૭ OQING କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ସିଲିଓ ବିରଞ୍ଚି ନାରାୟଣ ଦରଓ୍ବାନ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ସଭା ପରିଚାଳନା କରିଥିଲେ। ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀମାନେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜସ୍ୱ ମତ ଉପସ୍ଥାପନ କରିଥିଲେ ।

୧୯୬୬ ପରେ ଜିଲ୍ଲାର ଅନେକ ତଥ୍ୟ, ବିଶିଷ୍ଟ ଖେଳାଳି ସାହିତ୍ୟିକ, କଳାକାରଙ୍କ ଜୀବନୀ ସମ୍ପର୍କରେ ଗେଜେଟ୍‌ରେ ପ୍ରକାଶ ପାଇନାହିଁ ନବରଙ୍ଗପୁର ଜିଲ୍ଲାରୁ ଅନେକ ବୁଦ୍ଧିଜୀବୀ ବିଭିନ୍ନ ଗବେଷଣା କରିଛନ୍ତି | ତାହା ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ସେହିଭଳି ଶହୀଦମାନଙ୍କ ଗାଁରେ ପ୍ରତିମୂର୍ତି ସ୍ଥାପନ, ଜିଲ୍ଲାରେ କୃଷି ବିଶ୍ଵବିଦ୍ୟାଳୟ, ପଲିଟେକନିକ୍ କଲେଜ ଜକୁ ଇଞ୍ଜିନିୟରିଂ କଲେଜ କରିବା, ମେଡିକା କାଲ କଲେଜ, ଦିଏଡ୍ କଲେଜ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମତ ପ୍ରଜା ପାଇଥୁଲା I ମୃରିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡା

। ଗିରିଭୂମି, ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା, ଜଳସ୍ଥର ବୃଦ୍ଧି ପାଇଁ ପଦକ୍ଷେପ, ଜୈ ଜୈବିକ ସାର ପଦ୍ଧତି ଉପରେ ପ୍ରାଧାନ୍ୟ ଦେବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଥୁଲେ

ଏହାସହ ନବରଙ୍ଗପୁର ଜିଲ୍ଲାରେ ଇକୋ ପର୍ଯ୍ୟଟନ ଟନର ବିକାଶ, ମାଛଚାଷ, ପ୍ରାକୃତିକ ଓ କୃତ୍ରିମ ବନ୍ୟା ନିୟନ୍ତ୍ରଣ ସହିତ ନଦୀ ପଠାରେ କୂଅ ମାଧ୍ୟମରେ ଉଠା ଜଳ ସେଚନ ଚନ ସହିତ କୃଷି ଭିଲିକ ଶିଳ୍ପ ଓ ବ୍ୟ ବ୍ୟବସାୟୀମାନଙ୍କୁ ରଣ ପ୍ରଦାନ ବ୍ୟବସ୍ଥାର ସରଳୀକରଣ, ଜିଲ୍ଲା ପାଠାଗାର, ର, ଦକ୍ଷତା ବିକାଶ, ଦାଦନ ଶ୍ରମିକ ନିରାକରଣ, ଶୀତଳ ଭଣ୍ଡାର ସ୍ଥାପନ ଭଳି ଅନେକ ପ୍ରସ୍ତାବ ମିଳିଥିଲା । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତଙ୍କ ସହଭାଗିତାରେ ବିକାଶ ହେବ ବୋଲି କହିଥିଲେ | ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ରେଳ ପ୍ରକଳ୍ପ ପାଇଁ ଜମି ଅଧ‌ିଗ୍ରହଣ ଅର୍ଥ ଣ ଅର୍ଥ ସରକାର ବହ‌ନ କରିବେ ଜିଲ୍ଲାରେ ବିକାଶ ପାଇଁ ଲିରିଭୂମି ରହିଛି ।

ଯେଉଁମାନେ ନେ ଉଦ୍ୟୋଗୀ ହେବାକୁ ଚାହୁଁଛରି ଛତି ସେମାନଙ୍କୁ ସରକାର ସବୁ ସୁବିଧା ଯୋଗାଇ ଦେବେ । ଜୈବିକ ସାର ବ୍ୟବହାର ଉପରେ ନିଜେ ଉଦ୍ୟମ କରିବା ଆବଶ୍ୟକ । ପ୍ରସ୍ତାବଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହାକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ବୋଲି କହିଥିଲେ I ସାଂସଦ ବଳଭଦ୍ର ମାଝୀ କହିଥିଲେ, ଇଦ୍ରାଚଳମ୍ ଠାରୁ ମାଲକାନଗିରି ନବରଙ୍ଗପୁର ଦେଇ ଜୁନାଗଜ ପର୍ଯ୍ୟନ୍ତ ୪୬୦ କିମି ରେଳପଥ ହେବ ନବରଙ୍ଗପୁରରେ ଇ – ଲାଇବ୍ରେରୀ ପାଇଁ ୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବ୍ୟାପକ ଜଳସେଚନ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି I ନବରଙ୍ଗପୁର ବିଧାୟକ । ଗୌରୀ ମାଝୀ ସମସ୍ତେ ଗାଈ ପାଳନ କରିବା ଓ ଜୈବିକ ଚାଷରେ ଫସଲ ଉତ୍ପାଦନ ପାଇଁ อเด์ อดเกต์ ଦେଇଥିଲେ । ଝରିଗାଁ ବିଧ ବିଧାୟକ ନସିଂ ଭା ସାଂସଦ ପ୍ରତିନିଧ କୁଞ୍ଜବିହାରୀ কাজ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍, ସିଡିଓ ଶ୍ରୀ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କସମେତ ବୁଦ୍ଧିଜୀବୀ ବିଜୟ ମିଶ୍ର, ପ୍ରଦିପ ମିଶ୍ର, ସିରାଜଉଦ୍ଦିନ ମହମ୍ମଦ, ବିଜୟ ଚୌଧୁରୀ, ଉମରକୋଟର କ୍ରୀଡାବିତ ପ୍ରମୁଖ ଉପସ୍ଥିତ ଥିଲେ ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button