BusinessOdisha

ସୁନା ବ୍ୟବସାୟୀଙ୍କ ପ୍ରତିକ୍ରିୟା : ୪୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ

ରାଇଘର ୧୬/୦୬: ରାଇଘର ଗତକାଲିର ଡକାୟତି ୨୪ ଘଣ୍ଟା ପରେ ପ୍ରତିକ୍ରିୟା ରଖିଲେ ସୁନା ବ୍ୟବସାୟୀ ดเก ଡାକୁଆ,ରାମ ଡାକୁଆ କହିବା ଅନୁଯାଇ ସ୍ଫୁଟ ହୋଇଥୁବା ଛାଇଥିବା ସୁନାର ମୂଲ୍ୟ ୪୫ ଲକ୍ଷ ଟଙ୍କା ସେଥୁମଧ୍ଯରୁ ୧୭ ୭ ଟି ସୁନା ନେକଲେସ, ୩୦ ଗୋଟି ସୁନାର ମଙ୍ଗଳସୂତ୍ର ଏବଂ ୨୦ କିଲୋ ଗୋଟେ ବ୍ୟାଗ ରୁପାରହିଥୁଲା ଯାହା ଲୁଟିନେଲେ ଦୁର୍ବୃତ୍ତ ସୂଚନା ଅଳ୍ପ ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାସ ସଦର ମହକୁମା କଦୁଭାଟା ସାହିର ସୁନାବ୍ୟବସାୟୀ ରାମ ଡାକୁଆଙ୍କ ଘରେ ୭ ଜଣ ଡକାୟତ ମୁଖା ପିନ୍ଧି ଘରେ ପଶି ମୁଳି କରି ସୁନା ରୁପା ଲୁଟ୍ କରି ନେଇଯାଇଛି ଦୁର୍ଲ୍ଲଭ ରାଇଘର ମେଜିକାଲ୍ ଛକରେ ସୁନା ଉପା ବ୍ୟବସାୟୀ ରାମ ଡାକୁଆ ନିଜ ଦୋକାନ ବନ୍ଦ କରି ସବୁ ଦିନ ପରି ସୁନା ରୂପା ଘରକୁ ନେଇ ଯାଇଥିଲେ, ଦୋକାନ ବନ୍ଦ କରି ଘରେ ପହଞ୍ଚିବା ସମୟରେ ହଟାତ ଦୁର୍ବୁତ୍ତ ରାମ ଡାକୁଆ ଏବଂ ତାଙ୍କ ସ୍ତ୍ରୀକୁ ଗୁଳି କରିବା ସହ କାଠ ଠେଙ୍ଗା ରେ ବାଡେଇ ଲହୁଲୁହାଣ କରି ଡକାୟତି କରିଥିବା ଜଣାପଡିଛି । ସୁନା ଦୋକାନୀ ରାମ ଏବଂ ତାଙ୍କ ସ୍ତ୍ରୀ ଆହତ ଥିବାରୁ ପ୍ରଥମେ ଦୁଇଜଣଙ୍କୁ ରାଇଘର ମେଡିକାଲ ରେ ଭର୍ତି କରାଯାଇଥୁଲା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଥୁବାରୁ ଦୁଇଜଣ ସ୍ୱାମୀ ସ୍ତ୍ରୀ ଙ୍କୁ ନବରଙ୍ଗପୁର ନବ ଜିଲ୍ଲା ମେଡିକାଲ ପରେ ଜଗଦଳପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥୁଲା, ବର୍ତମାନ ଦୁଇଜଣ ଙ୍କ ଦେହ ସୁସ୍ଥ ଥିବା ରାମ । ଡାଳୁଆ କହିଛନ୍ତି, ଏପଟେ ରାଇଘର ପୋଲିସ ଏବଂ ସାଇନଟିଫିକ ଟିକ ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଜାରି ରଖିଛନ୍ତି ଏବଂ ବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ କହି କହିଛନ୍ତି ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button