Education
ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗୋପାଳପୁର ଗ୍ରାମର ଅଂଶୁମାନ ଭୂୟାଁ

ଗଞ୍ଜାମ ୧୫/୦୬: ଶନିବାର ପ୍ରକାଶ ପାଇଥିବା ନିଟ #NEET (ୟୁଜି ) ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚଯାତ ର ଗୋପାଳପୁର ଗ୍ରାମର ଶ୍ରୀ ପ୍ରକାଶ ଚନ୍ଦ୍ର ଭୂୟାଁ ଙ୍କ ଶୁପୁତ୍ର ଶ୍ରୀ ଅଂଶୁମାନ ଭୂୟାଁଙ୍କୁ ସଫଳତା ମିଳିଛି।ସେ ଯାହା ହେଉ ସମାଜର ଗର୍ବ ଓ ଗୌରବ ବୃଦ୍ଧି କରିଥିବା ଯୋଗୁଁ ଆମ ଅଞ୍ଚଳ ତଥା ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ତରଫରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ।🌹
ତୁମର ସଫଳତା ପାଇଁ ପିତା, ମାତା ଓ ଗୁରୁଜନ ମାନଙ୍କୁ ମୋର ଭକ୍ତିପୂତ ପ୍ରଣାମ l କୁଳଦେବତା ବିଶ୍ୱରୂପୀ ଭଗବାନ ତୁମର ଆଗାମୀ ଉଚ୍ଚ ଆଶା ଓ ଲକ୍ଷ୍ୟ ପୂରଣରେ ଆଶୀର୍ବାଦ ପ୍ରଦାନ ସହ ସହାୟ ହୁଅନ୍ତୁ, ଏହି କାମନା କରୁଛି l ଆଗାମୀ ଦିନରେ ସମାଜ ପାଇଁ ଜଣେ ଭଲ #ଡାକ୍ତର ହୋଇ ଜନ ସେବାରେ ନିଜର ଜୀବନ ଅତିବାହିତ କର।👍
#NEET #NEETUG2025 #NEETResults