HealthOdishaWorld

ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତ୍ରୁଟି ଏକ୍ସପାଇରି ବିଷ୍ଣୁଟ ବାଣ୍ଟି ଅଡୁଆରେ ମେଡିକାଲ୍ କତୃପକ୍ଷ

WORLD BLOCO DONOR DAY

କୋରାପୁଟ, ୧୪। ୬: ଆଜି ସାରା ବିଶ୍ଵ ରକ୍ତଦାତା ଦିବସ ପାଳନ କରୁଥିବା ବେଳେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୂର ଠାରେ ମଧ୍ୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୟପୂର ସ୍ଥାନୀୟ ରାଜା ନହର ଛକ ଠାରୁ ଏକ ପଦଯାତ୍ରା ବାହାରି ମୂଖ୍ୟ ଟ୍ରାଫିକ ଛକ ଠାରେ ଶେଷ ହୋଇଥୁଲା | ରାଲି ସରିବା ପରେ ରାଲିରେ ଯୋଗ ଦେଇଥୁବା ନର୍ସ, ଏନ୍ ସି ସି ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ଓ ରକ୍ତଦାତା ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଜଳ ପାନର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଉକ୍ତ କାର୍ଯ୍ୟକ୍ରମ ରେ ମେଡିକାଲ କତୃପକ୍ଷ ମାନେ ଅବଧୂ ସମାପ୍ତି ତାରିଖ ଥିବା ବିସ୍ଫୁଟ ବାଣ୍ଟିଥିବାର ଅଭିଯୋଗ କରିଥିବାର ଦେଖୁବାକୁ ମିଳିଛି । ଏପରି ଅବଧୂ ସମାପ୍ତି ତାରିଖ ଥିବା ବିସ୍କୁଟ ବାଣ୍ଟି ହରଡ଼ଘଣାରେ ପଡିଯାଇଛନ୍ତି ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ । ଏହି ବିଷୟରେ ବ୍ଲଡ ବ୍ୟାଙ୍କ୍ ଅଧିକାରୀ ସୁର୍ଯ୍ୟ ଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ବିସ୍କୁଟ ଏବଂ ଜଳ ପାନ ମିଶନ ଶକ୍ତି କେଫେରୁ ଅଣାଯାଇଥିଲା ଏହା ସେମାନଙ୍କର ତୃଟି ବୋଲି ଲି କହିଛନ୍ତି । ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଉଛି ରେ ଆଦିତ କାର୍ଯ୍ୟଳୟରେ 96 de ãତ

ରେ ଥିବା ଅଧିକାରୀ ପ୍ରଥମେ ବି ବିସ୍କୁଟ କୁ ଯାଞ୍ଚ୍ କରିବା କଥା କିନ୍ତୁ ତାଙ୍କ ଉପରକୁ ଦୋଷ ଆସିଲା ବେଳକୁ ସେ। ଅନ୍ୟ କୁ ଦୋଷୀ ବୋଲି କହିଛନ୍ତି । ଠିକ୍ ଏପରି ତୃଟି ଯୋଗୁଁ କୋରାପୁଟ ପୁଟ ସହିଦ୍ ଲକ୍ଷ୍ମଣନାୟକ ( ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଗତ ମାସରେ ୬ ଜଣଙ୍କର ଜୀବନ ଚାଲିଯାଇ ଇଛି। ଏହାକୁ ଏହାକୁ । ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ତ୍ରୀ ଙ୍କୁ ମଧ୍ୟ ଅନେକ ସମାଲୋଚନା କରାଯାଇଛି । ମେଡ଼ି କାଲ କା କର୍ତ୍ତୃପକ୍ଷଙ୍କ ଏପରି ଭୁଲ ପାଇଁ ଓଡିଶା ସରକାର
ବଦନାମ ହେଉଛନ୍ତି । ତେବେ ଏହି ଛୋଟିଆ ଅବଧୂ ସମାପ୍ତି ତାରିଖ ଥିବା ବିସ୍କୁଟ ଲାଗି କାହାର କିଛି ସ୍ୱାସ୍ଥ୍ୟ ଅବସ୍ଥାରେ ତୃଟି ଆସିବ ତା’ହେଲେ ଏଥିରେ କିଏ ଦାୟୀ ରହିବ ବୋଲି ସ୍ୱାସ୍ଥ୍ୟ ଅଧୂକାରୀଙ୍କ ପ୍ରତି ସର୍ବ ସାଧାରଣରେ ବଡ଼ ପ୍ରଶ୍ନ ଉଠୁଛି। ତେଣୁ ଏପରି ସ୍ଵାସ୍ଥ୍ୟ ସେବା ପ୍ରତି ସରକାରଙ୍କ ପକ୍ଷରୁ ତଦନ୍ତ କରିବା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କରିବା ପାଇଁ ଜନ ସାଧାରଣ ଦାବି କରୁଛନ୍ତି ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button