OdishaPolitics

ନବରଙ୍ଗପୁର ରେ ଭିଜନ ଓଡ଼ିଶା-୨୦୩୬ ଓ ୨୦୪୭ କାର୍ଯକ୍ରମ

ନବରଙ୍ଗପୁର :ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଓଡିଶା ଭିଜନ ୨୦୩୬ ও ୨୦୪୭ହୋଇଯାଇଛି କାର୍ଯ୍ୟକ୍ରମ ଅନୁଷ୍ଠିତ ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ, ପରିବହନ ଏବଂ ଇସ୍ପାତ ଓ ଖଣି,ବିଭାଗ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଓ ମାନ୍ୟବର ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଅଳ୍ପ ସଂଖ୍ୟକ ଓ ପଛୁଆବର୍ଗ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ସାସଂଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ଶଙ୍କର ମାଝୀ ଓ ମାନ୍ୟବର ଝରିଗାଁ ଶ୍ରୀ ନରସିଂହ ଭତ୍ରା ,ଜିଲାପାଳ ଡଃ ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସୁରୀୟ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ର ପରାମର୍ଶଦାତା ଡଃ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର(MSVO), ବିଭୂ ବ୍ରହ୍ମା(ND-SWRG),ମୋନଜ ଧଳ(SAHARA) ଚନ୍ଦନା ନମଲ୍ଲିକ (HELPLINE),ଶିକ୍ଷାବିତ୍ ବିଜୟ ମିଶ୍ର, ବିଜୟ ଚୌଧୁରୀ,ତ.ପ୍ରଦୀପ ମିଶ୍ର, ସଦାଶିବ ପ୍ରହରାଜ ଓ ବାଲ୍ୟ କୃଷ୍ଣ ଭଟ୍ଟ, ନବରଙ୍ଗପୁର ଓକିଲ ସଂଘର ସଭାପତି ସିରାଜ୍‌ଉଦିନ ଅହମ୍ମଦ,ନାରାୟଣ ପାତ୍ର,

ଶ୍ରୀ କାନ୍ତ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜିଲ୍ଲା ସମସ୍ୟା ଓ ସମାଧାନ ବାବଦରେ ଆଲୋଚନା ଓ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖୁବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ ଓ ରାଜସ୍ବ ) ଉପଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବରିଷ୍ଠ ଅଧୂବକ୍ତା କୁଞ୍ଜବିହାରୀ ଦାଶ, ରମେଶ ଚନ୍ଦ୍ର ସାହୁ, Y.ପ୍ରଭାକର ପାତ୍ର, ଦେବଦାସ ମହାଙ୍କୁଡ, ବାଙ୍କୀ ବିହାରୀ ବିଷୋୟୀ, ପଣ୍ଡା, ଏ.ସୁରେଶ ଶାସ୍ତ୍ରୀ, ଅନନ୍ତ ପଣ୍ଡା, ଶୁଭମ ଚୌଧୁରୀ, ସୋରଜ ବେହେରା , ସ୍ବର୍ଣ୍ଣଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ଜିଲ୍ଲା ଯୋଜନା ଓ ପର୍ଯବେକ୍ଷଣ କାର୍ଯାଳୟ ଯୋଜନା ଅଧୂକାରୀ ଶ୍ରୀ ଐସଯୌ ଭଞ ଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button