BusinessOdishaPolitics

ହସ୍ପିଟାଲ କୋଠା ନିର୍ମାଣ ନିମ୍ନମାନର

ପାପଡାହାଣ୍ଡି :ତା୧୪/୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ନୀଳାଦ୍ରିଗୁଡା ଠାରେ ଏକ ନୂଆ ହସ୍ପିଟାଲ ବିଲଙ ତିଆରି ଚାଲିଛି I I ଏହି ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥୁବା ଅଭିଯୋଗ ହୋଇଛି । ନୂତନ କୋଠା ନିର୍ମାଣ ନେଇ ମୂଲ୍ୟ କେତେ ଓ କେଉଁ ବିଭାଗ ଏହାର କାମ କରୁଛି ତାହା ଜଣାପଡୁନାହିଁ ।

ତିଆରି ଚା ଚାଲିଛି । ନିର୍ମାଣ କାମ ସରିବାକୁ ବସିଥିବା ବେଳେ ବଳେ ଆରମ୍ଭ ନହେଉଣୁ ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ସରକାର ସମୟରେ ନୀଳାଦ୍ରିଗୁଡା ଠାରେ ୧୨ ଏକର ଜାଗାରେ ନୂତନ ବିଲ୍ଡିଂର

ଏଭଳି ପରିସ୍ଥିତିରେ ଏକ ସରକାରୀ ବିଟିଂ କାମ ସରିବାକୁ ଅଳ୍ପ ବାକି ରହିଥ‌ିବା ବେଳେ ଉଦଘାଟନ ଅପେକ୍ଷାରେ ରହିଛି। ଏ ନେଇ ଆମେ ମୈଦଲପୁର ଚନ୍ଦ୍ରଧ୍ବଜ ମାଝୀଙ୍କୁ ପଚାରିବା ୧୨ ଏକର ଜାଗାରେ ମେଡିକାଲ ଚାଲିଥିବା ବେଳେ ଓ ଅନ୍ୟ ବିଷୟରେ ଅବଗତ ନଥୁବା କହିଛନ୍ତି। ମୈଦଲପୁର ପଞ୍ଚାୟତର ନୀଳାଦ୍ରିଗୁଡା ଠାରେ ଏକ ନୂଆ ହସ୍ପିଟାଲ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ପୂର୍ଣ ହେବାକୁ ବସିଥିବା ବେଳେ ପାହାଚର ପ୍ଲେଟ ଗୁଡିକ ଭାଙ୍ଗିରୁଜି ଗଲାଣି। ଝରକାର କାଚ ଭାଙ୍ଗି ଯାଇଥିବା ବେଳେ ବିସ୍ଫୋର କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏହି ବିଙ୍ଗି କାର୍ଯ୍ୟ ଉପରେ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button