EducationNationOdisha

ପ୍ରକାଶ ପାଇଳା ନିଟ୍ ୟୁଜି ରେଜଲ୍ଟ : ସ୍ନେହାଶିଷ ଦାଶ ଓଡ଼ିଶା ଟସ୍ପର

ମହେଶ କୁମାର ନତଟ୍ ସର୍ବ ଭାରତୀୟ ସ୍ତରରେ ଟପ୍ସର

ନୂଆଦିଲ୍ଲୀ / ଭୁବନେଶ୍ୱର, 14/6 : ପ୍ରକାଶ ପାଇଛି ନିଟ – ୟୁଜି ରେଜଲ୍ଟି I ଜାତୀୟ ଟେଷ୍ଟି ଏଜେନ୍ସି ବା ଏନଟିଏ ପକ୍ଷରୁ ଆଜି ରେଜଲ୍ଟ ପ୍ରକାଶ କରାଯାଇଛି I ଚଳିତ ବର୍ଷ ନିଟ ୟୁଜି ପରୀକ୍ଷା ମେ’ ୪ ତାରିଖରେ ଦିନ ୨ଟାରୁ ୫ ଯାଏ ଅନୁଷ୍ଠିତ ହୋଇଥିଲା I ୨୨ ଲକ୍ଷରୁ ଅଧୂକ ପିଲା ଭାରତର ୫୫୨ଟି ସହରରେ ପ୍ରସ୍ତୁତ ହୋଇଥିବା ୫,୪୬୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ I ୧୪ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ମଧ୍ୟ ନି ଟ ୟୁ ଜି ପ‌ ପରୀକ୍ଷା ଆୟୋଜନ ହୋଇଥିଲା I 199 ଲକ୍ଷରୁ ଅଧୂକ ପିଲା ପରୀକ୍ଷା ଦେଇଥିବା ବା ବେଳେ ९१,१७,४१९ ଜଣ ଶିକ୍ଷାର୍ଥୀ ପାସ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫,୧୪,୦୬୩ ଜଣ ପୁଅ ଓ ୭,୨୨,୪୬୨ ଜଣ ଝିଅ ରହିଛନ୍ତି l ସବୁ ପ୍ରବେଶିକା ପରୀକ୍ଷାର ଟପ ୧୦ରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଅଧୂକ ରହିଥାଏ | ।।ଏ I କିନ୍ତୁ ନିଟ ୟୁଜି ୨୦୨୫ ରେଜଲ୍‌ରେ ଏହାର ବ୍ୟତିକ୍ରମ ଦେଖାଯା ଦଖାଯାଇଛି।

ଟପ୍ ୧୦ରେ ଜଣ ପୁଅ ଓ ଜଣେ ମାତ୍ର ଝିଅ ରହିଛନ୍ତି। ୯୯.୯% ମାର୍କ ସହ ରାଜସ୍ଥାନର ମହେଶ କୁମା ମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି I

ଦିଲ୍ଲୀର ଅବିକା ଅଗ୍ରୱାଲ ଟପ ୧୦ରେ ଏକମାତ୍ର ଝିଅ ଭାବେ ସ୍ଥାନ ପାଇଛନ୍ତି। ସର୍ଭଭାରତୀୟ ସ୍ତରର ତାଙ୍କର ରାଙ୍କ ୫ ରହିଛି | ନିଟ ୟୁଜି ପରୀକ୍ଷାରେ ଓଡ଼ିଶାର ଟପ୍ସର ହୋଇଛନ୍ତି ସ୍ନେହାଶିଷ ଦାଶ ସର୍ଭଭାରତୀୟ ସ୍ତରରେ ତାଙ୍କର ରାଙ୍କ ୬୦ ରହିଛି। କିନ୍ତୁ ସେ ଓଡ଼ିଶାରେ ରାଙ୍କ ୧ରେ ରହିଛନ୍ତି। ଏଜେନ୍ସି (ଏନଟିଏ ) ମଧ୍ଯ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ସରଙ୍କ ନାମ ଘୋଷଣା କରିଛି I ଚଳିତ ବର୍ଷ ରାଜସ୍ଥାନର ମହେଶ କୁମାର ନତଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି, ଯେତେବେଳେ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଦେବାଶିଷ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି I ଦେବାଶିଷ ୬୦ତମ ରାଙ୍କରେ ଅଛନ୍ତି I

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button