Odisha

ସାମଗ୍ରୀ ସହ ଚାରି ଅଭିଯୁକ୍ତଙ୍କୁ ଗିରଫ

ତେନ୍ତୁଳିଖୁଣ୍ଟି, ୧୩/୬ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଗାଦବାଗୁଡ଼ା ସ୍ଥିତ ରାଜ ଲକ୍ଷ୍ମୀ କନଷ୍ଟେକ୍ସନ ରୁ ଗତ ୬ ତାରିଖ ରାତିରେ କିଛି ସାମଗ୍ରୀ ଚୋରି ହୋଇଥିଲା । ଏନେଇ କମ୍ପାନୀ ର ବଂଶୀଧର ଜେନା ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ପୋଲିସ ଚୋରି ହୋଇଥିବା ସ୍ଥାନରେ ଯାଇ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ୬ ତାରିଖ ରାତିରେ କିଛି ଦୁର୍ବୃତ୍ତ କମ୍ପାନି ଭିତରେ ପଶି କିଛି ସାମଗ୍ରୀ ଚୋରି କରି ନେଇଥିଲେ I ସକାଳୁ ଏହା ଦେଖୀ ତେନ୍ତୁଳିଖୁଣ୍ଟି ଥାନାରେ ଲିଖୂତ ଅଭିଯୋଗ ଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଆଇଆଇ ।ଇସି ସାମଗ୍ରୀ ସହ ଚାଲି ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ବ୍ୟାଟେରୀ, ଡିଜେଲ ବ୍ୟରେଲ ଓ ଦୁଇଟି ବ ବ୍ୟାଗ ଜବ୍ କରାଯାଇଛି I ଏହାକୁ ନେଇ ତେନ୍ତୁଳୀଖୁଣ୍ଟି ପୋଲିସ କେଶ୍ ନମ୍ବର ୧୨୯ / ୨୫ ରେ ମାମଲା ଦରଜ କରାଯାଇଥ । ଯାଇଥୁବା ବେଳେ ବି ଏନ୍ ଏସ ପ‌ ଧାରା ୧୫(୬) ରେ ଜିଉ ଫ କରି କୋର୍ଟ ଚାଲାଣ କରାଯାଇଛି |

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button