BusinessHealthOdishaPolitics

ପରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଉମରକୋଟ, ୧୨/୬ :ନବରଙ୍ଗପୁର ଜିଲ୍ଲା ଉମରକୋଟ ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗ ନେଇ ଅ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତ କରିବା ସହ ବାହାର ରାଜ୍ୟର କି ଛି ସୁ ଆଦି ଆ ଖାଦ ପ୍ର ସ୍ତୁ ତ କରିଥିଲେ। ଆଞ୍ଚଳିକ ଖାଦ୍ୟ ମଧ୍ୟରେ ମାଣ୍ଡିଆ ପେଜ, ଆମଟ, ବିରି ପିଠା ସହ ମାଣ୍ଡିଆରେ ତିଆରି ଅନେକ ପ୍ରକାର ପିଠା, ମଣ୍ଡାପିଠା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଇ ଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଶାର ପରମ୍ପରି ରିକ ଖାଦ୍ୟକୁ ସବୁ ଦିନ ପାଇଁ ବଞ୍ଚାଇ ରଖୁବା Tଏବଂ ମନ୍ଦିତାଙ୍କ ଭିତରେ ଥିବା ପ୍ରତିଭାକୁ 2 ଲୋକଲୋଚନ କୁ ଆଣି ସେମାନଙ୍କୁ କର୍ମ ତତ୍ପର କରି ଆର୍ଥକ କ୍ଷେତ୍ରରେ

ସୁଦୃଢ କରିବା ସହ ବ୍ୟବସାୟିକ ମନୋବୃତି ସୃଷ୍ଟି କରିବା । ଆମେ ଆମ ପାରମ୍ପରିକ ଖାଦ୍ୟକୁ ଭୁଲି ବିଦେଶୀ ଖାଦ୍ୟ ପ୍ରତି ଆକୃଷ୍ଣ ହୋଇ ଅନେକ ରୋଗରେ ଆକ୍ରାନ୍ତ ହେଉଛୁ ହଉଛୁ i କିନ୍ତୁ ଯଦି ପାରମ୍ପରିକ ଖାଦ୍ୟ ଖାଇବା ତାହେଲେ ଆମେ ସୁ ସ୍ଥ ରହି ବା ସହ ଆମ ପାରମ୍ପରିକ ଖାଦ୍ୟକୁ ମଧ୍ୟ ଆଗାମୀ ପିଢ଼ି ପିଢ଼ି ପାଇଁ ବଞ୍ଚାଇ ରଖୁବାରେ ସହାୟତା ହୋଇ ପାରିବ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ଆଜିର ଏହି ଏ କାର୍ଯ୍ୟକ୍ରମ ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧୂକାରୀ କରିଥିବା ସ୍ଵୟଂ ସହ ଗୋଷ୍ଠି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଆଜିର କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ସୁଶୀଳା ମାଝି, ମନ୍ତ୍ରୀ ପ୍ରତିନିଧୂ ଅଶୋକ କୁମାର ପାଢ଼ୀ, ବିଡି ବିଡିଓ ମନୋଜ କୁ ମାର ମେହେର, ସି ଡି ପି ସି ଡି ପି ଓ ସଂଯୁକ୍ତ । ବେହେର ହେରା, ସମସ୍ତ ସୁପର ଭାଇଜର, ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ଓ ମିଶ୍ର ଶକ୍ତିର ମହିଳାମାନେ ଉପସ୍ଥିତ ଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button