
କୋରାପୁଟ 13/06: କୋରାପୁଟ ରେଳ ଷ୍ଟେସନରୁ ଆଜି ଜିଆରପି ପୋଲିସ ପକ୍ଷରୁ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି। କିରନଣ୍ଡଲ ରୁ ବିଶାଖାପାଟଣା ଯାଉଥିବା ପାସିଞ୍ଜର ଟ୍ରେନରେ ତିନିଜଣ ଯୁବତୀ ଗଞ୍ଜେଇ ନେଇ ବିଶାଖାପାଟଣା ଅଭି ମୁ ଖେ ଯାଉଥ୍ ବା ବେଳେ କୋରାପୁଟ ରେଳ ଷ୍ଟେସନରେ ଜିଆରପି ପୋଲିସ ହାତରେ ଧରା ପଡିଛନ୍ତି । ସବୁଦିନ ଭଳି ଆଜି ରେଲୱେ ପୋଲିସ ପକ୍ଷରୁ ଟ୍ରେନ ଭିତରେ ଯାଞ୍ଚ କରାଯାଉଥିବା ବେଳେ ୩ ଜଣ ଯୁବତୀଙ୍କୁ ଦେଖ୍ ରେଲୱେ ପୋଲିସର ସନ୍ଦେହ ହୋଇଥିଲା। ଯୁବତୀ ମାନେ ଧରିଥିବା ବ୍ୟାଗକୁ ପୋଲିସ ଖୋଲି ଯାଞ୍ଚ କରିବାରୁ ସେଥ୍— ରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହାପରେ ଜିଆରପି ଥାନା ଅଧିକାରୀ ସନ୍ତୋସି ମହନ୍ତ ଓ ମହିଳା ପୋଲିସ କର୍ମୀଙ୍କ ସହାୟତାରେ ୩ ଯୁବତୀଙ୍କୁ ଟ୍ରେନରୁ ଓଲ୍ହାଇ ଜିଆରପି । ଥାନାକୁ ଆଣି ପଚରା ଉଚର ଚରା କରାଯାଇଥିଲା। ୩ ଯୁବତୀ ଜୟପୁରରୁ ଗଞ୍ଜେଇ କିଣିଥିବା କହିବା ସହ ସେମାନେ ବିଶା ବିଶାଖାପାଟଣା ଯାଇ ସେଠାରୁ ଆଧାର କାର୍ଡ ଯାଞ୍ଚ କରିବା ସେଠାରୁ ଦିଲ୍ଲୀ ଯାଇଥାନ୍ତେ ବୋଲି ପୋଲିସ ଆଗରେ କହିଛନ୍ତି। ପୋଲିସ ଏହି ତିନିଜଣ ମହିଳାଙ୍କ ଆଧ ରିବାରୁ ସେମାନଙ୍କ ନାମ ଶର୍ମିଳା, ମୋନିକା ଓ ରାଧୋକା ବୋଲି ଜଣା ପଡ଼ିଛି। ସେମାନେ ୩୦ କିଲୋ ଗଞ୍ଜେଇ ଋଲାଣ କା ଣ କରୁଥିବା ପୋଲିସ ଆଗରେ କହିଥୁବା । ଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ କ ମୂଲ୍ୟ ୩ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଛି। । ପୋଲିସ ୩ ଯୁବତୀଙ୍କୁ ଗିରଫ କରି କରି ଅଧୂକ ତଦନ୍ତ ଜାରି ରଖୁଛି।