OdishaPolitics

ବିଧବା ନିଲାବତୀ ବାଗ ସରକାରୀ ସହାୟତାରୁ ବଞ୍ଚିତ

ଲ୍ୟାଣସିଂହପୁର,୧୨/୬: ରାୟଗଡ । କଲ୍ୟାଣସିଂହ ପୁର ବ୍ଲକ ସୁ ନ। ଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମରେ ୪ବର୍ଷ ପୂର୍ବରୁ ବସ ବାସ କରି ଆସୁଥିଲେ ଏହି ବିଧବା ମହିଳା ନିଲାବ ଲାବତୀ ବା ବାଗ, ସ୍ଵାମୀ ଲୋକଙ୍କ ଘ ଭଗବାନ୍ ବାଗର ମୃତ୍ୟୁ ଅସାୟ ହୋଇ ।ଇ ପଡ଼ି ରହି ବ‌ହି ଘର ବାଡ଼ି ନ ଥିବାରୁ ଖାଇବା ପିଇବାକୁ ନ ପାଇ ପଡିଶା ଗାଁ ଆଲଜିନ୍ ଜିନ୍ ଗୁଡା ସଂପର୍କୀୟ ଘରେ ଚାରୋଟି ଗାଟି ଛୁଆ ପିଲାମାନକୁ ଧରି ରହି କୁଲି ମେ ମୋଜୁରୀ କରି ନିଜ ପେଟ ପୋଷିବା ପାଇଁ ଘରେ ବାସନ ପରେ କୁସନ ମାଜିଲେ ସେହି ଲୋକ ମାନେ ଯାହା ଦିଅନ୍ତି ତାହାକୁ ଖାଇ କାମ କରି ରହି ଆସୁଛନ୍ତି । ସରକାରୀ କାରୀ ସହାୟତା

କହିଲେ ଦୁଇ ତିନି ମାସ ହେବ ଭତ୍ତା ବାବଦକୁ ୧୦୦୦ ଟଙ୍କା ଲେଖାଏ ମିଳୁଥୁବା କହୁଛନ୍ତି । ସରକାର ଙ୍କ ତରଫରୁ ଜମୀ ଜାଗା ଯାହାର ନାହିଁ ସେହି ମାନକୁ ଜାଗା ଘର କରିବା ପାଇଁ ଦିଆ ଯାଉଥିବା ବେଳେ ଏହି ବିଧବା ମହିଳା ତାହା ମଧ୍ୟ ପାଇ ପାରି ନ ଥିବାରୁ ଏହା ଦେଖି ଜଣେ ଭଦ୍ର ବେକ୍ତି ରନ୍‌ଜୀଙ୍କ ନଜରକୁ ଆସିବାରୁ ମହିଳାଙ୍କୁ ଦୁଇ ସେଣ୍ଟ ଜାଗା ଜମି ସାହାଯ୍ୟ କରିଛନ୍ତି, କିନ୍ତୁ ଆବାସ ଘର ଖଣ୍ଡେ ପାଇବାକୁ ଏହି ମହିଳା ବୁଲି ବୁଲି ହାଲିଆ ହୋଇ ପଡ଼ି ଥୁବା ବେଳେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡ ପାଇ ନ ଥିବା କୋହଭାର କଣ୍ଠରେ କହିଛନ୍ତି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button