OdishaPolitics

ବିକାଶ ବାହାନ ରଥର ଶୁଭାରମ୍ଭ

ଝରିଗାଁରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ |

ଝରିଗାଁ ତା 12/06-ଆଜି ସାରା ରାଜ୍ୟରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭହୋଇ ଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ମଧ୍ଯ ଏହି ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି |ଝରିଗାଁ ବିଡ଼ିଓ ମଧୁ ସୁଦନ ମାଝୀ ଅଧ୍ଯକ୍ଷତାରେ ଏକ ବୈଠକ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି |ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ରମେଶ ହରିଜନ, ଏମ ପି ପ୍ରତିନିଧୂ ଚନ୍ଦ୍ର ଭାନୁ ନାୟକ, ବ୍ଲକ ଅଧ୍ଯକ୍ଷ ଦୁର୍ଗା ମାଝୀ,ସି ଡ଼ି ପି ବିରାଜ ମହିନୀ ପାଙ୍ଗି, ସାମାଜିକ ସୁରକ୍ଷା ଅଧୂକାରି ସୋରଭ କେତନ ବେହେରା, ଯୋଗାଣ ଅଧୂକାର ସଚିନ ମୟ ରଥ ଡବ୍ଲୁ ଇ ଓ ଅମିତ କୁମାର ନାୟକ, ଏ ପି ଓ ଦେବେନ୍ଦ୍ର ବେହେରା, ଝରୀଗାଁ ସରପଞ୍ଛ ଯୋଗେ ଗଶ ପୂଜାରୀ,ଫିରୋଜ ସୋଡ଼ଙ୍ଗୀ, ଗଣପତି ସାହୁ, ଗୋଜେନ୍ଦ୍ର ପାଣ୍ଡେ,ତଥା ସମସ୍ତ ବ୍ଲ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି |ଏହି ବିକାଶ ବାହନ ରଥ ବ୍ଲକ ବିଭିନ୍ନ ପଂ ପଂଚାୟତ ପରିକ୍ରମା କରି ସରକାରଙ୍କ ସମ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତ କରିବା ସହିତ ବିଭିନ୍ନ ଯୋଜନାରୁ ଚାରୁ ବାଦ ପଡ଼ିଥ‌ିବା ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଯୋଜନାରେ ସାମିଲ କରିବା ସ‌ ସହିତ ସମସ୍ତ ଜନସାଧାର ରଣଙ୍କୁ ଯୋଜନା ସବୁ ଉପରେ ପ୍ରାଞ୍ଜଳ ଭାବେ ବୁଝାଇବା ନେଇ ସରକାରଙ୍କ ଦ୍ବାରା ଏହି ପଦକ୍ଷେପ |
ଯେମିତିକି କୌଣସି ବି ହିତାଧୂକାରୀ ସରକାରୀ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ଓ ସରକାରଙ୍କ ସମସ୍ତ ଯୋଜନା ରେ ସାମିଲ ହୋଇ ଯୋଜନାର ଲାଭ ଉଠାନ୍ତୁ ଏହା ହିଁ ରହିଛି ସରକାରଙ୍କ ଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ଉଦେଶ୍ୟ |ପୂର୍ବ ସରକାର ସମୟରେ ଏହି ସବୁ ପଦକ୍ଷେପ ନିଆ ଯାଇନଥୂଙ୍କ ଯୋଗୁଁ ଅ ଅନେକ ଯୋଗ୍ୟ ହିତାଧୂକାଗ କାରୀ ଅନେକ ଯୋଜନାରୁ ବଞ୍ଚିତ ଅଛନ୍ତି |ବିଜେପି ସରକାରଙ୍କ ଅମଳରେ ଏମିତି ଅନେକ ନକ ଜନ ହିତ ହିତ ପାଇଁ ପଦକ୍ଷେପ ନିଆ ଯାଉଥିବାରୁ ସାଧାରଣରେ ଖୁସିର ମାହୋଇ ଦେଖୁବାକୁ ମିଳୁଛି |ଏହି ଏହି ପରିପ୍ରେକ୍ଷୀରେ 41ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ମଧ୍ଯ ବଣ୍ଟନ କରାଯାଇଛି l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button