EducationHealthOdishaPolitics

ଅଳିଆ ଆବର୍ଜନାରେ ଭର୍ତି ରାଇଘର ଦୈନିକ ବଜାର ଯୁଆଡେ ଦେଖୁଲେ କୁଢ଼ କୁଢ଼ ଆବର୍ଜନା

ରାଇଘର : ଦୈନିକ ବଜାରରେ କୁଢ଼ କୁଢ଼ ଆବର୍ଜନା ପ୍ରଶାସନର ନଜର ପଡୁନି ନବରଙ୍ଗପୁର ଜିଲ୍ଲାର ରାଇଘ ଘର ବ୍ଲକରେ ପ୍ରତି ରବିବାର ସମ୍ଭାହିକ ହାଟ ବସୁଥିବା ବେଳେ ଏହି ହାଟରେ ଦୂର ଦୁରାନ୍ତରୁ ବ୍ୟବସାୟୀ ମାନେ ଦୋକାନ ନେଇ ଆସିଥାନ୍ତି କିନ୍ତୁ ଦୁଃଖର ବିଷୟ ଏହି ପରିବା ହାଟ ଅଳିଆ ଆବର୍ଜନା ଦୁର୍ଗନ୍ଧମୟ ପରିବେଶ ଭିତରେ ରହିଛି କାରଣ ୪ ମାସ ହେଲା ପରିବାହାଟ ସଫା ହେଉନଥିବାବେଳେ ଏହି ବିଷୟରେ ବଜାର କୁ ଟେଣ୍ଡର ନେଇଥିବା ବ୍ୟାକ୍ତିଙ୍କୁ କ୍ତିଙ୍କୁ ବ୍ୟବସାୟୀ ମାନେ ବାରମ୍ବାର ସଫା କରିବାକୁ କହିଲେ ମଧ୍ୟ ସଫା କରୁଣଥିବାର ଅଭିଯୋଗ କରିଛନ୍ତି ବ୍ୟବସାୟୀ ସେହିପରି ସ୍ଥାନୀୟ ରାଇଘର ସରପଞ୍ଚ ଙ୍କୁ ମଧ୍ୟ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି କିନ୍ତୁ ଫଳ ଶୂନ କାମ କିଛି ହେଇନି ଫଳରେ ରବିବାର ଦୈନିକ ହାଟ ଦିନ ସମସ୍ତ ଦୂର ଦୁରାନ୍ତ ରୁ ଆସିଥିବା ବ୍ୟବସାୟୀ ମାନେ ବିରୋଧ କରିଥିଲେ, ବ୍ୟବସାୟୀ ଙ୍କ କହିବା କଥା ବଜାରକୁ

ଟେଣ୍ଡର ନେଇଥିବା ବ୍ୟାକ୍ତି ଙ୍କୁ ସବୁବେଳେ ପଇସା ଦେଇ ଆସୁଥିବା ବେଳେ ବଜାର କିନ୍ତୁ ସଫା ହେଉନାହି ତେଣୁ ସ୍ଥାନୀୟ ଆଖ ପାଖ ଅଂଚଳର ଦୋକାନୀ ଏବଂ ଛଉଁଶଗଡ଼ ରୁ ଆସୁଥିବା ଦୋକାନୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ

ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ଦୈନିକ ପରିବା ହାଟକୁ ସଫା ସୁତରା କରିବାକୁ ବ୍ୟବସାୟୀ ବିପ୍ଳବ ବାରୋଇ, ମନୋହର ସାହା, ଧର୍ମେନ୍ଦ୍ର ସାହା, ବିଶ୍ବନାଥ ଗଣ୍ଡ, ବାସୁଦେବ କର୍ମକାର, ଧନମତି ଗଣ୍ଡ, ତନମା ଗଣ୍ଡ, ମନୋଜ ସାହା, ନାରାୟଣ ସାହା, ସାବତି ହରିଜନ, ସୁଯୋନ ବିଶ୍ବାସ, ଗଣପତି ପଦ୍ଧାର, ଶୁକ ରାୟ, ଅସୀମ ବିଶ୍ବାସ, ସୁରେଶ ଗାଇନ, ସୁରୋଜ ହାଲଦାର, ପିଜୁଶ ରାୟ, ନାରାୟଣ ସାହୁ, ଗଲୁ ସାହୁ, ଜଗଦିଷ ସାହୁ,ହରଲାଲ ଢ଼ାଳି, ମେଘନାଥ ହାଲଦାର ଙ୍କ ସମେତ ସମସ୍ତ ବ୍ୟବସାୟୀ ମାନେ ଦାବି କରିଛନ୍ତି I

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button