
ଭୁବନେଶ୍ଵର ୧୧/୬: ଏଥର ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ତି ଆବଶ୍ୟକ । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ଲାଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ। ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଧାର କାର୍ଡ ନଥିଲେ ସ୍କୁଲରେ ହେବ ଡ଼ ମିସନ । ପରବର୍ତ୍ତୀ ସମୟରେ ଧାର କାର୍ଡ କରି ସ୍କୁଲରେ ଦାଖଲ ରିପାରିବେ ଛାତ୍ରଛାତ୍ରୀ । ଏ ନେଇ ଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ସ୍ତ୍ର ସୂଚନା ଦେଇଛନ୍ତି । ସେପଟେ ସ୍କୁଲ ଞ୍ଚ୍ ଆଉଟ୍ ନେଇ ଗଣଶିକ୍ଷା ବିଭାଗ କ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଇଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି କାଲି ମନ୍ତ୍ରୀ କହିଛନ୍ତି । ଡୋର୍ ଟୁ ଡୋର୍ ଯାଇ ଶିକ୍ଷକ ମାନେ ସର୍ଭେ କରିଛନ୍ତି । ସେହି ର୍ଭ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ସରକାର ରିପୋର୍ଟକୁ ଧୟନ କରି କ’ଣ କରାଗଲେ ଡ୍ରପ୍ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ ଏହାସହ ସରକାରଙ୍କ ପକ୍ଷରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ Sal ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ତେଣୁ ସରକାରଙ୍କ ପଦକ୍ଷେପ ଯୋଗୁଁ ଳିତ ଥର ପ୍ରାଥମିକ ସ୍ତରରେ ଅଧୂକ ପିଲା ଆଡ଼ମିଶନ କରିଥିବା ନେଇ ବିଦ୍ୟାଳୟ ଓ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି l