Odisha

ଚଳନ୍ତା କାରରେ ଲାଗିଲା ନିଆଁ

ଡାବୁଗାଁ, ୧୦/୦୬

ନବରଙ୍ଗ ରଙ୍ଗପୁର ଜିଲା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଏକ ଚ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଥିଲା। କାର ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ଷି ଯାଇଥିଲେ। ସୁଚନାଯୋ ଯାଗ୍ୟଯେ, କଳାହାଣ୍ଡି ଜିଲା ଭବାନୀପାଟଣା ବଡ଼ପଡ଼ା ଗ୍ରାମର ଶିବ ସୁନ ସୁନା ଶ୍ବଶୁର ବିନୋଦଙ୍କ କାର୍ ( ଓ ଡି – ୦୮ ଭି – ୩ ୮୧ ୩୮୧୬) ଯୋଗେ କୌଣସି କାମରେ ରାଇଘର ଯାଇ ନବରଙ୍ଗପୁର ଫେରୁଥିଲେ। ଏହି ସମ ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡିକ୍ ପଛମୁଟ୍ ଧକ୍କା ଦେଇଥିଲେ। ଫଳରେ କାରରେ ନିଆଁ ଲାଗିଥିଲା ।

ଜଳିଯାଇଥୁବା କାର୍।

ନିଆଁ ଲାଗିବା ଦେଖ୍ ଶିବ କାର୍‌ରୁ ବହାରି ଆସିଥିଲେ। ପରେ ଡାବୁଗାଁ ଦମକ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ କରିଛି। ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇନାହିଁ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button