BusinessOdishaPolitics

ଭୁବନେଶ୍ବରରେ ପ୍ରଦୀପ ମାଝିଙ୍କ ନେତୃତ୍ବରେ ଧାରଣା

ନବରଙ୍ଗପୁର ୯/୬ : ଖରିଫ ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା ରାଇଘର ବ୍ଲକର ୩୪୪ ଚାଷୀ ଖରିଫ ଧାନ ମଣ୍ଡିରେ ଫସଲ ଦେଇଛନ୍ତି। ଘଟଣାକୁ ୩ ମାସ ବିତିଗଲାଣି। ଏବେ ସୁଦ୍ଧା ଚାଷୀଙ୍କୁ ଏ ବାବଦକୁ ଟଙ୍କାଟିଏ ମିଳିନାହିଁ। ଅଫ୍‌ଲାଇନ ଟିପି ମାଧ୍ଯମରେ ୭ଟି ମିଲକୁ ୧୪ ହଜାର ୨୦୦ କୁଇଣ୍ଟାଲ ଧାନ ଯୋଗାଣ ହୋଇଛି। ତଥାପି ମଧ୍ୟ ଚାଷୀଙ୍କୁ ଟଙ୍କା ମିଳିନି। ଏନେଇ ଭୁବନେଶ୍ବରସ୍ଥିତ ଲୋଏର ପିଏମ୍‌ଜିରେ ଜିରେ ପୂର୍ବତନ ଏମ୍‌ପି ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଚାଷୀମାନେ ୬ ତାରିଖରୁ ଧାରଣାରେ ବସିଛନ୍ତି। ସୋମ‌ବାର ଆନ୍ଦୋଳନକୁ ସମର୍ଥନ ଜଣାଇ ଆପ୍ ନେତା ଓ ସମର୍ଥ ମର୍ଥନ ଜଣା ହେଲେ ଜଣାଇ ସାମିଲ ଆପ୍ ନେତା

କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିବା ପ୍ରଦୀପ କହିଛନ୍ତି। ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକା କାନ୍ତ ମହାପାତ୍ର, ସଙ୍ଗଠନ ସମ୍ପାଦକ ସଦୀପ୍ତ ଦାସ୍, ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି, ଭୁବନେଶ୍ବର ସଭାପତି ଜୟସୂର୍ଯ୍ୟ କାନୁନ୍‌ଗେ ଗୋ, ରାଜ୍ୟ ଯୁବ ସଭପତି ରୁଚିର ରୁଦ୍ର ରଥ, ମିଡିଆ ସଂଯୋଜକ ଅମୀୟ ଶର୍ମା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ଦାଶ ଆନ୍ଦୋଳନରେ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button